ସ୍ତ୍ରୀକୁ ହତ୍ୟା କରି ସ୍ୱାମୀ ଫେରାର
ଭଞ୍ଜନଗର: ସ୍ତ୍ରୀକୁ ନୃଶଂସ ଭାବେ ହତ୍ୟା କରି ସ୍ୱାମୀ ଫେରାର ହୋଇଯାଇଥିବାର ଅଭିଯୋଗ ହୋଇଛି । ମୃତ ମହିଳା ଜଣଙ୍କ ହେଲେ ଭଞ୍ଜନଗର ଥାନା ଅନ୍ତର୍ଗତ ଅଢେଇ ଗ୍ରାମର ଅନ୍ତର୍ଯ୍ୟାମୀ ଗୈାଡଙ୍କ ସ୍ତ୍ରୀ ରଶ୍ମିତା । ରଶ୍ମିତାଙ୍କୁ ତାଙ୍କ ସ୍ୱାମୀ ହତ୍ୟା କରଥିବାର ରଶ୍ମିତାଙ୍କ ଭାଇ ଥାନାରେ ଅଭିଯୋଗ!-->…