ଲଦାଖ ଗ୍ରସ୍ତରେ ରାଜନାଥ ସିଂହ
ନୂଆଦିଲ୍ଲୀ- ଦୁଇ ଦିନିଆ ଲଦାଖ ଅଭିମୁଖେ ଯାତ୍ରା କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଏଲଏସିରେ ଭାରତ ଓ ଚୀନ ସେନା ମଧ୍ୟରେ ହୋଇଥିବା ବିବାଦ ପରେ ରାଜନାଥଙ୍କ ଏହା ପ୍ରଥମ ଲଦାଖ ଗ୍ରସ୍ତ । ରାଜନଥଙ୍କ ସହିତ ଡିଫେନ୍ସ ଷ୍ଟାଫ୍ ଜେନେରାଲ ମୁଖ୍ୟ ଜେନେରାଲ ବିପିନ ରାୱତ ଏବଂ!-->…