‘ସ୍ୱର୍ଗତ ବିଷ୍ଣୁ ଦାସ ଥିଲେ ଜଗତସିଂହପୁରର ଗୋପବନ୍ଧୁ’
ପାରାଦୀପ: ଓଡିଶାର ଲୋକପ୍ରିୟ ରାଜନେତା ତଥା ଜଗତସିଂହପୁର ଜିଲ୍ଲାର ପ୍ରତି୍େଠାତା ସ୍ୱର୍ଗତ ବିଷ୍ଣୁ ଚରଣ ଦାସ କେବଳ ଜଣେ ରାଜନେତା ନଥିଲେ ସେଥିଲେ ଜଗତସିଂହପୁରୀ ଜିଳ୍ଲାର ଗୋପବନ୍ଧୁ । ଝଡି, ବଢି, ମରୁଡି ଓ ବିପଦ ଆପଦର ଦରଦୀ ବନ୍ଧୁ । ତାଙ୍କର ଏକାଦଶାହ ଉପଲକ୍ଷେ ପୂର୍ବ ଭାରତ ତୈଳ!-->…