କରୋନାର ନୂଆ ଲକ୍ଷଣ
ନୂଆଦିଲ୍ଲୀ- ନୂଆନୂଆ ରୂପ ବଦାଳାଉଛି ମାହାମରୀ କରୋନା । ପୂର୍ବରୁ ସ୍ୱାଦ ଜାଣି ନପାରିବା, ଘ୍ରାଣ ଶକ୍ତି କମିବା ଆଦି ଲକ୍ଷଣ ଥିଲେ କରୋନା ଆକ୍ରାନ୍ତ ବୋଲି ଜଣାପଡୁଥିଲା । କିନ୍ତୁ ଏବେ ଦେଖିବାକୁୁ ମିଳୁଛି ଯେଉଁ ମାନେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ସେମାନଙ୍କ ପାଟିରେ ଘା ହୋଇଛି!-->…