ଅସମାହିତ ପ୍ରଶ୍ନ
କେନ୍ଦ୍ର ସରକାର ଓ ଦେଶର ନେତୃତ୍ୱ ସମେତ ଦିଲ୍ଲୀ ଦରବାର ଲାଗି ସବୁଠାରୁ ବଡ଼ ଆସମାହିତ ପ୍ରଶ୍ନ ହେଉଛି, ସୀମାନ୍ତକୁ ନେଇ ଚୀନ୍ ସହ ବାରମ୍ବାର ସୃଷ୍ଟି ହେଉଥିବା ମତଭେଦ ଓ ଉତେଜନା ଯାହାର ସମାଧାନ ଅତୀତରେ ହୋଇନାହିଁ ଏବଂ ବର୍ତମାନ ହେବାର କୌଣସି ଆଶା ଦୃଶ୍ୟମାନ ହେଉନଥିଲା ବେଳେ ଆଗକୁ କିଛି!-->…