ଆଇଓସିଏଲ୍ ର ପରିବେଶ ଦାୟିତ୍ୱବୋଧତା ପାଣ୍ଠି ବିନିମୟରେ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷୀ
ଜଗତସିଂହପୁର: ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ପାରାଦ୍ୱୀପ ସ୍ଥିତ ଭାରତୀୟ ତୈଳ ନିଗମ କର୍ପୋରେଟ୍ ପରିବେଶ ଦାୟିତ୍ୱବୋଧତା( ସି.ଇ.ଆର୍)ପାଣ୍ଠିରୁ ଜଗତସିଂହପୁର ଜିଲ୍ଲାରେ ହେବାକୁ ଥିବା ୧୦ଟି ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ସଂପର୍କରେ ଜିଲ୍ଲାପାଳ ଶ୍ରୀ!-->…