ଜିନ୍ଦଲ ସ୍କୁଲର ଶତପ୍ରତିଶତ ସଫଳତା
ଯୋଡା: କେନ୍ଦୁଝର ଜିଲ୍ଲା ସୋୟାବାଲି ସ୍ଥିତ ଜିନ୍ଦଲ ସ୍କୁଲର ଛାତ୍ରଛାତ୍ରୀ ମାନେ ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଅଦ୍ଭୂତପୂର୍ବ ସଫଳତା ଅର୍ଜନ କରିଛନ୍ତି । ସଦ୍ୟ ପ୍ରକାଶିତ ପରୀକ୍ଷାଫଳ ଅନୁଯାୟୀ ବିଦ୍ୟାଳୟର ବିଜ୍ଞାନ ତଥା ବାଣିଜ୍ୟ ବିଭାଗରେ ମୋଟ ୫୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇ!-->…