ଆଜି ହେଉଛି ଗିନି ପିଗ୍ ଦିବସ
ଅଜି ହେଉଛି ଗିନି ପିଗ୍ ଦିବସ । ୫୦୦୦ବିସି ବେଳକୁ ଦକ୍ଷିଣ ଆମେରିକାରେ ଏହି ନିରୀହ ପ୍ରଣୀ ଗୃହପାଳିତ ହୋଇସାରିଥିଲେ । ୧୫୦୦ ଏଡିରେ ଇଉରୋପରେ ରାଜ-ରାଜୁଡାମାନେ ଏହାକୁ ପାଳୁଥିଲେ । ଏମାନେ ହେଲେ ଶୁଦ୍ଧ ସାକାହାରୀ ପ୍ରାଣୀ । ସେମାନେ ଅତି ଶାନ୍ତ ପ୍ରଜାତିର , ବହୁତ ଚତୁର ଓ ସାମାଜିକ ।!-->…