ଟ୍ରାଫିକ ପୋଲିସକୁ ପିଟିଲେ ଲୋକ
ଭୁବନେଶ୍ୱର: ସ୍ଥାନୀୟ ଲୋକଙ୍କ ଠାରୁ ବିନା ଦୋଷରେ ମାଡ ଖାଇଛନ୍ତି ଜଣେ ଟ୍ରାଫିକ୍ କନେଷ୍ଟବଳ । ଏମିିତି ଏକ ଘଟଣା ଦେଖିବାକୁ ମିଳିଛି ବରମୁଣ୍ଡା ସ୍ଥିତ ରୁଚିକା ମାର୍କେଟରେ । ସୂଚନା ମୁତାବକ କନେଷ୍ଟବଳ ସନ୍ତୋଷ କୁମାର ବେହେରା ଖଣ୍ଡଗିରି ଛକରେ ଡୁ୍ୟଟି କରୁଥିବା ସମୟରେ ମୋବାଇଲ୍ ଲୁଟେରା!-->…