କରୋନା ଚିହ୍ନଟ ପରେ ଜେ.କେ.ପୁରବାସୀ ଛାନିଆ

ରାୟଗଡା– ରାୟଗଡା ସହର କସ୍ତୁରୀ ନଗରର ଜଣେ ୭୨ ବର୍ଷ ବୃଦ୍ଧ କରୋନା ଆକ୍ରାନ୍ତ ଚିହ୍ନଟ ହେଇଥିବା ଖବର ଆସିବା ପରେ ଜେ.କେ.ପୁର ବାସିନ୍ଦା ଛାନିଆ ହୋଇଯାଇଛିନ୍ତି । ଆକ୍ରାନ୍ତ ଜଣକ ପୂର୍ବରୁ ଜେ.କେ.ପେପର ମିଲରେ କାର୍ଯ୍ୟରତ ଥିଲେ । ସେ କିଛି ଦିନ ତଳେ ଜେ.କେ.ପୁର ତୁଲସମା କଲୋନୀରେ ଥିବା ନିଜ

ସିଆରପିଏଫ ଦ୍ୱାରା ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ରାୟଗଡା– ରାୟଗଡା ସହର ଓଏମପି ସ୍ଥିତ ସିଆରପିଏଫ ୪ର୍ଥ ବାଟାଲିୟନ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ରିଜର୍ଭ ପୋଲିସ କ୍ୟାମ୍ପ ଏବଂ ତାହାର ଆଖ ପାଖ ଅଚଂଳରେ ସିଆରପିଏଫ ତରଫରୁ ୫୦୦ ବୃକ୍ଷରୋପଣ କରାଯାଇଥିଲା । ଆୟୋଜିତ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସିଆରପିଏଫ କମାଣ୍ଡେଂଟ

ଆଉ ୨ କୋରୋନା ଆକ୍ରାନ୍ତ ଚିହ୍ନଟ

ରାୟଗଡା – ରାୟଗଡା ଜିଲ୍ଲାରେ ପୁଣିଥରେ ୨ ଜଣ କରୋନା ପଜେଟିଭ୍ ଚିହ୍ନଟ ହୋଇଥିବା ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା.ଆର୍ତବନ୍ଧୁ ନାୟକ ସୂଚନା ଦେଇଛନ୍ତି । ସ୍ୱାସ୍ଥ୍ୟ ବିଭାଗ ତରଫରୁ ଟ୍ୱିଟ୍ କରି ରାୟଗଡା ଜିଲ୍ଲାରେ ୨ ଜଣ କରୋନା ପଜେଟିଭ୍ ଚିହ୍ନଟ ହୋଇଥିବା ସୂଚନା ପରେ ଡା.ନାୟକ

ଦଶରଥପୁରରେ ୨୫୦ ଡେଇଁଲା କରୋନା

ଦଶରଥପୁର: କରୋନାର ପ୍ରଭାବ ଜିଲ୍ଳାରେ ଥମିବାର ନାଁ ନେଉନାହିଁ । ଦିନକୁ ଦିନ ହୁ ହୁ ହୋଇ ବଢ଼ି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ରବିବାର ସୁଦ୍ଧା ଜିଲ୍ଳାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୯୬ରେ ପହଂଚିଛି । ରବିବାର ନୂତନ ଭାବେ ଚିହ୍ନଟ ହୋଇଥିବା ୯୭ ଆକ୍ରାନ୍ତଙ୍କ ମଧ୍ୟରୁ ୮୦ ଜଣ

ଆସନ୍ତା ୨୪ ଘଂଟା ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର- ଓଡ଼ିଶା ଉପରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଟ୍ରଫ୍ ଲାଇନ୍ ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ଆସନ୍ତା ୪୮ ଘଂଟା ମଧ୍ୟମରେ ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ଏକ ସତର୍କ ସୂଚନା

ଚିନ୍ତାରେ ପାକ୍

ନୂଆଦିଲ୍ଲୀ: ତୁର୍କୀ ସେନା ଦ୍ୱାରା ଜାରି ଏକ ରିପୋର୍ଟ ଯୋଗୁ ପାକିସ୍ତାନର ଚିନ୍ତା ବଢିଯାଇଛି । ପାକିସ୍ତାନ ନିକଟରେ ଆମେରିକା ଦ୍ୱାରା ନିର୍ମିତ ୭୦ଟି ଏଫ-୧୬ ଯୁଦ୍ଧବିମାନ ରହିଛି । ଯାହା ଦ୍ୱାରା ସେ ଯୁଦ୍ଧ ସମୟରେ ଭାରତକୁ ବଡ ଧରଣର ଝଟକା ଦେଇପାରିବ । କିନ୍ତୁ ତୁର୍କୀ ରିପୋର୍ଟ ଅନୁସାରେ ,

ଅଜ୍ଞାତ ଦାନ

ହାଇଦ୍ରାବାଦ: ଜଣେ ଅଜ୍ଞାତ ଭକ୍ତ ତିରୁମାଲା ହିଲ୍ସ ସ୍ଥିତ ଭଗବାନ ଭେଙ୍କଟେଶ୍ୱରଙ୍କ ମନ୍ଦିରକୁ ଦୁଇ କିଲୋ ଓଜନର ସୁନା ଦାନ କରିଛନ୍ତି । ମନ୍ଦିର ହୁଣ୍ଡି ଖୋଲାଯିବା ପରେ ତା ଭିତରେ ଅନେକ ଗୋଲ୍ଡ ବାର୍ ମିଳିଥିଲା । ସେଗୁଡିକ ଦୁଇ କିଲୋ ଓଜନର ଥିଲା ବୋଲି ଜଣାପଡିଥିଲା । ମନ୍ଦିର ପାରିଚାଳନା

ନାଗସାପ ଉଦ୍ଧାର

ଯାଜପୁର: ରବିବାର ସଂଧ୍ୟାରେ ରାମବାଗ ସ୍ଥିତ ବିନୋଦ ବିହାରୀ ସାହୁଙ୍କ ଘରୁ ଏକ ୫ ଫୁଟ ଲମ୍ବର ନାଗ ସାପକୁ ଉଦ୍ଧାର କରାଯାଇଛି । ସାପଟି ନିକଟସ୍ଥ ପଡ଼ିଆରୁ ବିନୋଦଙ୍କ ଘର ପାଶ୍ୱର୍ରେ ନିର୍ମାଣଧିନ ଏକ କୋଠରୀ ଭିତରକୁ ଯାଉଥିବା ଦେଖି ପରିବାର ଲୋକେ ଭୟଭୀତ ହୋଇ ପଡ଼ିଥିଲେ । ତୁରନ୍ତ

ପୁତିନଙ୍କ ବିରୋଧରେ ରାଜ ରାସ୍ତାକୁ ଓହ୍ଳାଇଲେ ଲୋକ

ମସ୍କୋ: ଋଷର ରାଷ୍ଟପତି ବ୍ଲାଦିମିର ପୁତିନଙ୍କ ବିରୋଧରେ ଲୋକଙ୍କ ଅସନ୍ତୋଷ ବଢିବାରେ ଲାଗିଛି । ଲୋକପ୍ରିୟ ଗର୍ଭନର ସର୍ଗେଇ ଫୁରଗାଲଙ୍କ ଗିରଫଦାରୀ ପରେ ବହୂ ସଂଖ୍ୟାର ସ୍ଥାନୀୟ ଲୋକ ସଡକ ଉପରକୁ ବାହାରି ଆସିଛନ୍ତି । ପ୍ରଦର୍ଶନକାରୀ ‘ପୁତିନ ଇସ୍ତଫା ଦିଅ’ ସ୍ଲୋଗାନ ଦେଉଥିବା ବେଳେ ସ୍ଥାନୀୟ

ଆଶ୍ରମରେ କେଳେଙ୍କାରୀ

ମୁଜାଫରନଗର: ୟୁପିର ମୁଜାଫରନଗର ଠାରୁ ୩୦ କିମି ଦୂରରେ ଅବସ୍ଥିତ ସୁକରତାଲର ଏକ ଆଶ୍ରମରେ ଶିଶୁମାନଙ୍କୁ ଯୈାନ ନିର୍ଯାତନା ଦିଆଯାଉଥିବାର ଅଭିଯୋଗ ଆସିଛି । ଆଶ୍ରମ ପରିସରରୁ ୧୦ ଜଣ ପିଲାଙ୍କୁ ଉଦ୍ଧାର କରାଯାଇଥିବା ବେଳେ ସେମାନଙ୍କ ଭିତରୁ ୪ ଜଣଙ୍କୁ ଯୈାନ ନିର୍ଯାତନା ଦିଆଯାଇଥିବାର ଡାକ୍ତରୀ