ଅଜଣା ଗାଡି ଧକ୍କାରେ ଜଣେ ମୃତ

ବାଲିକୁଦା: ଏକ ଅଜଣା ଗାଡି ଧକ୍କାରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିବା ଜଣା ପଡିଛି । ମୃତକ ଜଣକ ହେଉଛନ୍ତି ବାଲିକୁଦା ଥାନା, ଅନନ୍ତପୁର ଫାଣ୍ଡି ଅଧୀନ କୁଷୁପୁର ପଂଚାୟତ ତେନ୍ତୁଲିବେଲାରୀ ଗାଁର ତରଣି ଖୁଣ୍ଟିଆଙ୍କ ସାନ ପୁଅ ବଳିଆ ଓରଫ୍ ବଳରାମ(୨୨)

ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

ଖୋର୍ଦ୍ଧା- ଜଟଣୀ ଥାନା ଅନ୍ତର୍ଗତ ମଦନପୁର ପଂଚାୟରେ ଜଣେ ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରାଯାଇଛି । ଘଟଣା ସ୍ଥଳରେ ପୋଲିସ ପଂହଚି ଏକ ଅପମୃତୁ୍ୟ ମାମଲା ରୁଜୁ କରିବା ସହିତ ସହିତ ଶବ ବ୍ୟବଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛନ୍ତି । ସୂଚନା ଅନୁଯାୟୀ ଏହି ପଂଚାୟତର

ଅଗଷ୍ଟ ୮ରେ ପରବର୍ତି ଶୁଣାଣି

ନୂଆଦିଲ୍ଲୀ: ମହାନଦୀ ଜଳ ବିବାଦ ମାମଲାରେ ଟ୍ରିବ୍ୟୁନାଲରେ ଭିଡିଓ କନଫରେନ୍ସିଂରେ ଶୁଣାଣି ହୋଇଛି । ମହାନଦୀ ସହିତ ଜଡିତ ମୁଖ୍ୟ ପ୍ରସଙ୍ଗ ଗୁଡିକୁ ଚୁଡାନ୍ତ କରିଥିଲେ ଟ୍ରିବ୍ୟୁନାଲ । ୪୦ରୁ ଅଧିକ ପ୍ରସଙ୍ଗ ଚୂଡାନ୍ତ ହୋଇଥିବା ଆଡଭୋକେଟ୍ ଜେନେରାଲ ଅଶୋକ ପରିଜା ସୂଚନା ଦେଇଛନ୍ତି । ଓଡିଶା

ରମେଶ ଚନ୍ଦ୍ର ସାହୁ ଇନ୍ଦୋର ୟୁକୋ ବ୍ୟାଙ୍କର ମୁଖ୍ୟ

ଇନେ୍ଦାର- ଶ୍ରୀ ରମେଶ ଚନ୍ଦ୍ର ସାହୁ ଇନ୍ଦୋର ୟୁକୋ ବ୍ୟାଙ୍କର ଆଚଂଳିକ କାଯ୍ୟାଳୟର ମୁଖ୍ୟ ଭାବେ ଗତ ୮ ତାରିଖ ଦିନ ଦାୟିତ୍ୱ ଗ୍ରହଣ କରିଛନ୍ତି । ନିକଟରେ ସେ କୋଲକାତା ସ୍ଥିତ ମୁଖ୍ୟ ବ୍ୟାଙ୍କରୁ ବଦଳି ହୋଇଥିଲେ । ସୂଚନାଯୋଗ୍ୟ ଯେ, ସେ ୨୦୦୭ ମସିହାରେ ଗୌହାଟି ୟୁକୋ ବ୍ୟାଙ୍କ

କଶ୍ମୀରରେ ହାଇ ଆଲର୍ଟ

ଶ୍ରୀନଗର: ଜମ୍ମୁ ଓ କଶ୍ମୀରରେ ଆତଙ୍କବାଦୀମାନେ ପୁଲୱାମା ଭଳି ଆତ୍ମଘାତୀ ଆକ୍ରମଣ ଯୋଜନା କରୁଥିବା କଥା ଗୁଇନ୍ଦା ବିଭାଗ ପକ୍ଷରୁ ସୂଚନା ମିଳିବାପରେ ଉତର ଓ କେନ୍ଦ୍ରୀୟ କଶ୍ମୀରରେ ଆଲର୍ଟ ଜାରି କରାଯାଇଛି । ଆତଙ୍କବାଦୀମାନେ କାର୍ ବୋମା ଆକ୍ରମଣ କରି ପାରନ୍ତି ବୋଲି ଗୁଇନ୍ଦା ବିଭାଗ ସୂଚନା

ମାଲାମାଲ ହେଲେ ମୁକେଶ ଅମ୍ବାନୀ

ନୂଆଦିଲ୍ଲୀ: ଏସିଆର ସର୍ବଶ୍ରେଷ୍ଟ ଧନୀ ତାଲିକାରେ ଥିବା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଅଧ୍ୟକ୍ଷ ମୁକେଶ ଅମ୍ବାନି ଏବେ ବର୍କଶେୟାର ହାଥାୱେର ୱାରେନ୍ ବଫେଙ୍କୁ ଅତିକ୍ରମ କରିଛନ୍ତି । ୬୮୩୦ କୋଟି ଡଲାର ନେଟ୍ ସମ୍ପତି ସହ ସେ ଏବେ ବିଶ୍ୱର ସପ୍ତମ ଧନୀ ତାଲିକାରେ ଅଛନ୍ତି ବୋଲି

କାନ୍ଦିପକାଇଲେ ଘେବ୍ରିୟିସସ

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନରୁ ଆମେରିକା ନିଜକୁ ପ୍ରତ୍ୟାହାର କରିନେବା ପରେ ଏହାର ମୁଖ୍ୟ ଟେଡ୍ରସ ଆଢାନମ୍ ଘେବ୍ରିୟିସସ ଉଦବୋଧନ ଦୁଃଖପ୍ରକାଶ କରିଛନ୍ତି । ଏ ବାବଦରେ ଏକ ସାମ୍ବାଦିକ ସମ୍ମିଳନୀକୁ ଉଦବୋଧନ ଦେଲା ବେଳେ ସେ ବାଷ୍ପରୁଧ ହୋଇଯାଇଥିଲେ । ସେ କହିଛନ୍ତି ଯେ ସମ୍ପ୍ରତି

ପଙ୍କରେ ଫୁଟେ ପଦ୍ମ

ଇନ୍ଦୋର: ପଙ୍କରେ ଫୁଟେ ପଦ୍ମ ଏ କଥା ଫୁଣି ଥରେ ପ୍ରମାଣ କରିଦେଇଛନ୍ତି ଇନ୍ଦୋର ବାସିନ୍ଦା ଭାରତୀ ଖାନେ୍ଦଖର । ଫୁଟଫାଥରେ ରହୁଥିବା ଜଣେ ଦିନ ମଜୁରିଆଙ୍କ ଝିଅ ଭାରତୀ ଖାନେ୍ଦଖର ୧୦ମ ଶ୍ରେଣୀ ପରୀକ୍ଷାରେ ପ୍ରଥମ ସ୍ଥାନରେ ଉର୍ତିର୍ଣ୍ଣ ହୋଇଛନ୍ତି । ସେ ସରକାରୀ ବିଦ୍ୟାଳୟରେ ପାଠ ପଢି

କରୋନାରେ ସଂକ୍ରମିତ ୨ ବିଧାୟକଙ୍କ ସହ ଫୋନରେ କଥା ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- କରୋନାରେ ଆକ୍ରାନ୍ତ ହୋଇଥିବା ନିଳଗିରୀ ବିଧାୟକ ସୁକାନ୍ତ ନାୟକ ଓ ସାଲେପୁର ବିଧାୟକଙ୍କ ପ୍ରଶାନ୍ତ ବେହେରା ସହ ଫୋନ ଯୋଗେ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବୁଝିବା ସହ ଖୁବ୍ ଶୀଘ୍ର ସୁସ୍ଥ ହୋବା ପାଇଁ ଆଶୁ ଆରୋଗ୍ୟ ଲାଭ

ଦିଲ୍ଲୀ ବିଶ୍ୱିଦ୍ୟାଳର ସମସ୍ତ ସେମିଷ୍ଟାର ଓ ଶେଷ ପରୀକ୍ଷା ବାତିଲ

ନୂଆଦିଲ୍ଲୀ- ଦିଲ୍ଲୀ ବିଶ୍ୱବିଦ୍ୟାଳୟର ସମସ୍ତ ସେମିଷ୍ଟାର ଓ ଶେଷ ପରୀକ୍ଷାକୁ ବାତିଲ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ମନିଷ ସିଷୋଦିଆ । କରୋନା ମହାମାରୀ ସମୟରେ ପରୀକ୍ଷା କରିବା ଉଚିତ ନୁହେଁ । ପୂର୍ବ ମାର୍କ ଅନୁସାରେ ପଦନ୍ନୋତି କରିବା ପାଇଁ ସିଷୋଦିଆ କହିଛନ୍ତି । କରୋନା ଆଶଙ୍କାକୁ