ଉତରପ୍ରଦେଶ ଲକଡାଉନ୍ : ଯୋଗୀ ସରକାର
ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀର ସଂକ୍ରମଣକୁ ଦୃଷ୍ଟିରେ ରଖି ଉତରପ୍ରଦେଶର ଯୋଗୀ ସରକାର ଫୁଣି ଥରେ ଲକଡାଉନ୍ ଲାଗୁ କରିବାକୁ ନିଷ୍ପତି ନେଇଛନ୍ତି । ଉତରପ୍ରଦେଶରେ ଶୁକ୍ରବାର ରାତି ୧୦ ଟାରୁ ଜୁଲାଇ ୧୩ ତାରିଖ ଯାଏ ଲକଡାଉନ୍ ଲାଗୁ ହେବ । ଲକଡାଉନ୍ ସମୟରେ ଗୁରୁତ୍ୱପୂର୍ଣ୍ଣ ସେବାଗୁଡିକୁ!-->…