ପ୍ରଧାନମନ୍ତ୍ରୀ କୋଲିବାଲିଙ୍କ ମୃତ୍ୟୁ
ନ୍ୟୁୟର୍କ: ଆଇଭରି କୋଷ୍ଟର ପ୍ରଧାନମନ୍ତ୍ରୀ ଆମାଡୋଭ ଗୋନ କୋଲିବାଲିଙ୍କର ଆକସ୍ମିତ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ରାଷ୍ଟ୍ରପତି ଭବନ ପରିସରରେ କ୍ୟାବିନେଟ୍ ବୈଠକରେ ଯୋଗ ଦେବାର କିଛି ସମୟ ପରେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ହୋଇଥିଲା । ରାଷ୍ଟ୍ରପତି!-->…