ମାଲକାନଗିରି ପୋଲିସ କ୍ୟାଣ୍ଟିନରେ ବଳାତ୍କାର ଘଟଣା ପୋଲିସ ତଦନ୍ତରେ ବିଳମ୍ବ କରୁଛି!
ରାୟଗଡା: ମାଲକାନଗିରି ପୁଲିସ କ୍ୟାଣ୍ଟିନରେ ହୋଇଥିବା ବଳାତ୍କାର ଏବଂ ହତ୍ୟାର ତଦନ୍ତ ଜାଣିଶୁଣି ପୋଲିସ ତଦନ୍ତରେ ବିଳମ୍ବ କରୁଛି ବୋଲି ଭାରତୀୟ ଜନତା ପାର୍ଟିର ଉପ-ସଭାନେତ୍ରୀ ପ୍ରଭାତି ପରିଡା ଗୁରୁତର ଅଭିଯୋଗ କରିଛନ୍ତି । ଏ ନେଇ ପ୍ରଭାତି ପରିଡାଙ୍କ ସହ ସଂପାଦିକା ବବିତା ପାତ୍ର ଏବଂ!-->…