ବିଜେପି ନେତାଙ୍କ ସମେତ ୩ ଜଣଙ୍କୁ ଗୁଳିକରି ହତ୍ୟା

ଶ୍ରୀନଗର: କାଶ୍ମୀରର ବାନ୍ଦିପୋରା ଜିଲ୍ଲାରେ ବିଜେପି ନେତାଙ୍କ ସମେତ ତାଙ୍କ ପିତା ଓ ଭାଇ କୁ ଗୁଳି କରି ହତ୍ୟା କରାଯାଇଛି । ଆତଙ୍କବାଦୀମାନେ ଏହି ଘଟଣା ଭିଆଇଥିବା ସନ୍ଦେହ କରାଯାଇଛି । ମୃତ ବିଜେପି ନେତାଙ୍କ ନାମ ଶେଖ ୱାସିମ ବାରି ବୋଲି ଜଣାପଡିଛି । ସେ ବାନ୍ଦିପୋରା ଜିଲ୍ଲାରେ ବିଜେପିର

ଯାଂଚ କମିଟି ବସାଇଲା ସ୍ୱରାଷ୍ଟ୍ର ମନ୍ତ୍ରାଳୟ

ନୂଆଦିଲ୍ଲୀ: ଗାନ୍ଧୀ ପରିବାର ସହ ଜଡିତ ୩ଟି ଟ୍ରଷ୍ଟର କାରବାର ଉପରେ ଯାଂଚ ଲାଗି ସ୍ୱରାଷ୍ଟ ମନ୍ତ୍ରାଳୟ ଏକ ଅନ୍ତଃ ମନ୍ତ୍ରୀସ୍ତରୀୟ କମିଟି ଗଠନ କରିଛି । ଏହି ତିନୋଟି ଟ୍ରଷ୍ଟ ଦ୍ୱାରା ଅର୍ଥ ଠକେଇ ନିବାରଣ ଆଇନ୍ ଉଲ୍ଲଂଘନ ହୋଇଛି କି ନାହିଁ ତାହା ତଦନ୍ତ କରାଯିବ । ଆୟକର ଆଇନ ଓ ବିଦେଶ

କୋଭିଡ ପରିଚଳା ଓଏସଡି ଭାବେ ନିଯୁକ୍ତ ହେଲେ ଭିନେଲ କ୍ରିଷ୍ଣା

ଭୁବନେଶ୍ୱର- ବରିଷ୍ଠ ଆଇଏସ ଅଫିସର ଭିନେଲ କ୍ରିଷ୍ଣା ଓଏସଡି ଭାବେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କୋଭିଡ ପରିଚାଳନ କରିବେ । ସେହିପରି ଆଉ ୨ ଜଣଙ୍କୁ ମଧ୍ୟ ନବୀନ ପଟ୍ଟନାୟକଙ୍କ ଅଫିସରେ ନିଯୁକ୍ତି ମିଳିଛି । ଲାଲ ମୋନଜ କୁମାର ରାଓଙ୍କୁ ଯୁଗ୍ମ ସଚିବ ଭାବେ ନିଯୁକ୍ତି କରାଯାଇଛି । ଶୁଭମ

କର୍ମଚାରୀଙ୍କ ପାଇଁ ଖୁସି ଖବର

ନୂଆଦିଲ୍ଲୀ- କର୍ମଚାରୀଙ୍କ ପାଇଁ ଖୁସି ଖବର । ଆସନ୍ତା ତିନିମାସ ପାଇଁ ପ୍ରଧାନମନ୍ତ୍ରୀ ପିଏଫ ଆକାଉଂଟରେ ଟଙ୍କା ରଖିବେ । କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଡକର କହିଛନ୍ତି ବିଦ୍ୟମାନ ଯୋଜନାକୁ ଅଗଷ୍ଟ ମାସ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ କ୍ୟାବିନେଟ ଅନୁମୋଦନ କରିଛି ।

ଆର୍ ଏସ୍ ଏସ୍ ସଂଗଠନର ବିକ୍ଷୋଭ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଗଠନ ସହ ଜଡିତ ଭାରତୀୟ ଶ୍ରମିକ ସଂଗଠନ ସପ୍ତାହ ପର୍ଯ୍ୟନ୍ତ ସରକାରଙ୍କ ଶ୍ରମ ନିତି ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରିବେ । ସରକାର ଜଗାଓ ଶପଥ ନାମରେ ଦେଶବ୍ୟାପି ଆନେ୍ଦାଳନ ୨୪ ଜୁଲାଇରୁ ଆରମ୍ଭ ହେବ । ଭାରତୀୟ ଶ୍ରମିକସଂଘର ମହାସଚିବ ବୀର୍ରଜେସ୍

ରିଲିଜ୍ ହେଲା ସୁଶାନ୍ତଙ୍କ ଫିଲ୍ମର ଟାଇଟଲ୍ ଟ୍ରାକ୍ ଟିଜର୍

ମୁମ୍ବାଇ- ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କର ଶେଷ ଫିଲ୍ମ (ଦିଲ୍ ବେଚାରା ) ର ଟ୍ରେଲର୍ ନିକଟରେ ରିଲିଜ୍ ହୋଇଥିଲା । ରିଲିଜ୍ ହେବା ମାତ୍ରେ ଏହା ସୋସିଆଲ ମିଡିଆରେ ଟ୍ରେଣ୍ଡିଂରେ ରହିଥିଲା । ଆଉ ଏବେ ଏହାର ଟାଇଟଲ ଟ୍ରାକ୍ ର ଟିଜର୍ ରିଲିଜ୍ ହୋଇଯାଇଛି । ଏହା ମଧ୍ୟ ସୋସିଆଲ

ଆମେରିକାରୁ ଭାରତ ମୁହାଁ ହୋଇପାରନ୍ତି ଛାତ୍ରଛାତ୍ରୀ

ନୂଆଦିଲ୍ଲୀ: ଆମେରିକାରେ ପଢୁଥିବା ଭାରତୀୟ ଛାତ୍ରଛାତ୍ରୀ କରୋନା ପାଇଁ ଭାରତ ପ୍ରତ୍ୟାବର୍ତନ କରିପାରନ୍ତି । ତେବେ ଆମେରିକାରେ କରୋନାର ଭୟାବହତାକୁ ଦୃଷ୍ଟିରେ ୟୁଏମ୍ ଇମିଗ୍ରେସନ୍ ଏଣ୍ଡ କସ୍ଟମ ଇମ୍ଫୋର୍ସମେଂଟ ପକ୍ଷରୁ ଘୋଷଣା କରାଯାଇଛି । କରୋନା ମହାମାରୀ ପାଇଁ ଛାତ୍ରଛାତ୍ରୀ ମାନଙ୍କୁ

ଏମ୍ସ ଓପିଡି ବନ୍ଦ

ଭୁବନେଶ୍ୱର- ଶୁକ୍ରବାର ଠାର ଭୁବନେଶ୍ୱର ଏମସ ଓପିଡି ବନ୍ଦ । ଏମ୍ସର କିଛି କର୍ମଚାରୀ କରୋନା ସଂକ୍ରମିତ ହୋଇଛନ୍ତି । ଯାହାଫଳରେ କର୍ମଚାରୀ ଅଭାବ ଦେଖାଦେଇଛି । ତେଣୁ କର୍ମଚାରୀ ଅଭାବ ଯୋଗୁଁ କାଲିଠାରୁ ଓପିଡି ବନ୍ଦ ରହିବ ବୋଲି ଏମସନିର୍ଦେଶିକା ବି.ଗୀତଞ୍ଜଳି କହିଛନ୍ତି । ଆଉ କିଛି

ସିବିଏସଇ ସିଲାବସ ସମ୍ବନ୍ଧୀୟ ବିଭ୍ରାନ୍ତି କର ତଥ୍ୟ ଉପରେ ସ୍ପଷ୍ଟୀକରଣ

ନୂଆଦିଲ୍ଲୀ- ୨୦୨୦-୨୧ ଶିକ୍ଷାବର୍ଷ ପାଇଁ ପାଠ୍ୟଖସଡାରୁ ୩୦ ପ୍ରତିଶତ ହ୍ରାସ କରାଯାଇଥିବା ବେଳେ ଏହି ସମ୍ବନ୍ଧରେ ଅନେକ ବିଭ୍ରାନ୍ତିକର କଥା ଉଠୁଛି ବୋଲି ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ କହିଛନ୍ତି । ଏହି ସବୁ ମିଥ୍ୟା ପ୍ରଚାର ଓ ଶିକ୍ଷା ରାଜନୀତିକୁ ଦୂରେଇ ନେବାକୁ