ଅସୁରକ୍ଷିତ ଯାତ୍ରୀ ବିଶ୍ରାମଗାର ମରାମତି ଦାବି

ଯାଜପୁର: ଦଶରଥପୁର ବ୍ଲକ୍ ଅନ୍ତର୍ଗତ କନିକାପଡ଼ା ଛକସି୍ଥତ ୨୦ ନମ୍ବର ଜାତୀୟ ରାଜପଥ ପାଶ୍ୱର୍ରେ ରହିଛି ଏକ ଅସୁରକ୍ଷିତ ଯାତ୍ରୀ ବିଶ୍ରାମଗାର । ଏହି ରାଜପଥ ଦେଇ ଯାତାୟତ କରୁଥିବା ବିଭିନ୍ନ ଯାନବାହାନରେ ଯିବାକୁ ସ୍ଥାନୀୟ କନିକାପଡ଼ା, ବଉଳାଙ୍ଗ, ଶ୍ରୀରାମପୁର, ଦିହୁଡ଼ି ସାହି, ବାସିନ୍ଦାଙ୍କ

ଫେରାର ହୀରା ବ୍ୟବସାୟୀ ନୀରବ ମୋଦୀଙ୍କ ୩୨୯କୋଟି ଟଙ୍କାର ସମ୍ପତି ଜବତ

ନୂଆଦିଲ୍ଲି- ଫେରାର ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ବିରୋଧରେ ପ୍ରବର୍ତନ ନିଦେ୍ର୍ଧଶାଳୟ(ଇଡି) କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଆର୍ଥିକ ଅପରାଧ ନିୟମ ଅନୁଯାୟୀ ନରୀବ ମୋଦିଙ୍କର ୩୨୯.୬୬କୋଟି ଟଙ୍କାର ସମ୍ପତି ଜବତ କରିଛି ଇଡି । ଜୁନ୍ ମାସ ଆରମ୍ଭରେ ସମ୍ପତି ଜବତ କରିବା ନେଇ

ବିଷ୍ଣୁ ଦାସଙ୍କ ବିୟୋଗରେ ଶୋକ

ବାଲିକୁଦା; ତିର୍ତୋଲର ବର୍ତମାନର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଓ ପୂର୍ବତନ ସାଂସଦ ବିଷ୍ଣୁ ଦାସଙ୍କ ପର ଲୋକରେ ବାଲିକୁଦା ପୂର୍ବତନ ବିଧାୟକ ଡା. ଲଲାଟେନ୍ଦୁ ମହାପାତ୍ର, ଉମେଶ ସ୍ୱାଇଁ, ଜ୍ୟେତିଷ ଚନ୍ଦ୍ର ଦାସ ଗଭୀର ଶୋକ ପ୍ରକାଶ କରିଛନ୍ତି । ବ୍ଲକ ବିଜେଡି ପକ୍ଷରୁ ଶ୍ରୀ ଦାସଙ୍କ ପରଲୋକରେ

ସରକାରୀ କର୍ମଚାରୀଙ୍କ ଉପରେ କଟକଣା

ଭୁବନେଶ୍ୱର- ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ସରକାରୀ କର୍ମଚାରୀ ଅଫିସ ଆସିବା ଉପରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର । ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ସରକାରୀ ଚାକିରିଆ ମାନେ ଭୁବନେଶ୍ୱରରେ ଥିବା ନିଜ ଅଫିସକୁ ଆସିପାରିବେ ନାହିଁ । କଟକ ଓ ଖୋର୍ଦ୍ଧା ମ୍ୟନିସପାଲଟି ଅଂଚଳରୁ

ମଜୁରିଆଙ୍କ ପାଇଁ ୧.୧୫ ଲକ୍ଷ ଘର ତିଆରି: କେନ୍ଦ୍ରସରକାର

ନୂଆଦିଲ୍ଲୀ- ଗରିବ ଓ ଦିନ ମଜୁରିଆଙ୍କ ପାଇଁ କେନ୍ଦ୍ର ସରକାରଙ୍କ ସରକାରଙ୍କ ବଡ ନିଷ୍ପତି । ମଜୁରିଆଙ୍କ ପାଇଁ ୧.୧୫ ଲକ୍ଷ ଘର ତିଆରି ହେବ । ଗୋଟିଏ ବେଡ ରୁମ ଏବଂ ରୋଷେଇ ଘର ରହିବ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଜରିଆରେ ଶ୍ରମିକମାନଙ୍କୁ ଘର ଯୋଗାଇ ଦେବେ ସରକାର । ଏହି ଯୋଜନାରେ ୬୦୦

ରାଜ୍ୟର ଆଉ ଜେଣେ ବିଧାୟକ କରୋନା ପଜିଟିଭ

ଭୁବନେଶ୍ୱର- ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା କରୋନାରେ ଆକ୍ରାନ୍ତ । ସେ ନୀଳିଗିରି ବିଧାୟକଙ୍କ ସଂସ୍ପର୍ଶରେ ଆସି କରୋନା ସଂକ୍ରମଣ ହୋଇଛନ୍ତି ବୋଲି ସୂଚନା ମିଳିଛି । ରାଜ୍ୟର ଦ୍ୱିତୀୟ ବିଧାୟକ ଭାବେ ପ୍ରଶାସନ୍ତ କରୋନା ସଂକ୍ରମଣ ହୋଇଛନ୍ତି । ପ୍ରଶାନ୍ତଙ୍କର ସୁରକ୍ଷାକର୍ମୀ ଓ ଡ୍ରାଇଭର

କାର୍ଯ୍ୟରତ ନର୍ସକୁ ଛୁରି ମାରି ହତ୍ୟା କଲା ସ୍ୱାମୀ

ନିଆଳି- କଟକ ଜିଲ୍ଲା ସଦର ଥାନା ମହୁରା ପ୍ରାଥମିକ ସ୍କୁଲରେ ବୁଧବାର ଏକ ହତ୍ୟାକାଣ୍ଡ ଘଟିଛି । ଡିଉଟିରେ ଥିବାବେଳେ ଜଣେ ନର୍ସଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ତେବେ ଏହି ହତ୍ୟାକଣ୍ଡ ଊକ୍ତ ନର୍ସଙ୍କ ସ୍ୱାମୀ ଘଟାଇଛନ୍ତି । ସୂଚନାଅନୁସାରେ , ନର୍ସ ଜଣଙ୍କ ମହୁରା ସ୍କୁଲରେ ଗର୍ଭବତୀ

ଆଗ୍ରାରେ ଭୟଙ୍କର ଦୁର୍ଘଟଣା : ଶୋଇଥିବା ବେଳେ ଚଡିଗଲା କଂଟେନର, ୬ମୃତ ୧ଆହତ

ଆଗ୍ରା- ଆଗ୍ରାର ସିକଚନ୍ଦ୍ର ଅଂଚଳରୁ ଗୁରୁଦ୍ୱାର ନିକଟରେ ଘଟିଛି ଦୁର୍ଘଟଣା । ଆଗ୍ରାରୁ ମଥୁରା ଆଡକୁ ଯାଉଥିବା ଏକ କଂଟେନର ଭାରସାମ୍ୟ ହରାଇ ଫୁଟପାଥ ଉପରେ ଚଢିଯାଇଥିଲା । ସେଠି ଶୋଇଥିବା ଲୋକଙ୍କ ଉପରେ ଚଢିଯାଇଥିଲା କଂଟେନରଟି, ଫଳରେ ୬ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ

କ୍ୱାରେନଂଟାଇନରେ ରହିଲେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ- ରାଜ୍ୟ ମନ୍ତ୍ରୀ ମିଥିଳେଶ ଠାକୁରଙ୍କ କୋଭିଡ ରିପୋର୍ଟ ପଜିଟିଭ ଆସିବା ପରେ ଝାଡଖଣ୍ଡ ମୁଖ୍ୟନ୍ତ୍ରୀ ହେମନ୍ତ ସୋରେନ ହୋମ କ୍ୱାରେନଂଟାଇନରେ ରହିଛନ୍ତି । କାରଣ ପୂର୍ବରୁ ସେ ତାଙ୍କ ସହ ମଶିଥିଲେ । ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ରାଂଚି ବାସ ଭବନକୁ ପ୍ରବେଶ ନିଷେଧ କରାଯାଇଛି