ମଜୁରିଆଙ୍କ ପାଇଁ ୧.୧୫ ଲକ୍ଷ ଘର ତିଆରି: କେନ୍ଦ୍ରସରକାର
ନୂଆଦିଲ୍ଲୀ- ଗରିବ ଓ ଦିନ ମଜୁରିଆଙ୍କ ପାଇଁ କେନ୍ଦ୍ର ସରକାରଙ୍କ ସରକାରଙ୍କ ବଡ ନିଷ୍ପତି । ମଜୁରିଆଙ୍କ ପାଇଁ ୧.୧୫ ଲକ୍ଷ ଘର ତିଆରି ହେବ । ଗୋଟିଏ ବେଡ ରୁମ ଏବଂ ରୋଷେଇ ଘର ରହିବ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଜରିଆରେ ଶ୍ରମିକମାନଙ୍କୁ ଘର ଯୋଗାଇ ଦେବେ ସରକାର । ଏହି ଯୋଜନାରେ ୬୦୦!-->…