ବ୍ରହ୍ମପୁର ଏମକେସିଜି ଓପିଡି ବନ୍ଦ
ବ୍ରହ୍ମପୁର- ଓଡିଶାର ଗଞ୍ଜାମ ଜିଲ୍ଲାରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଉଥିବାରୁ ବ୍ରହ୍ମପୁର ଏମକେସିଜି ହସ୍ପିଟାଲର ଓପିଡିକୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରିଛନ୍ତି ଜିଲ୍ଲାପାଳ । ମେଡିକାଲର ପ୍ରବେଶପଥ ବ୍ୟତୀତ ଅନ୍ୟ ସମସ୍ତ ପ୍ରବେଶପଥ ସିଲ କରିବା ଲାଗି!-->…