କର୍ମଚାରିଙ୍କୁ ସୋସିଆଲ୍ ମିଡିଆ ମନା: ନିୟମ ଉଲ୍ଲଂଘନ କଲେ ହେବେ ଦଣ୍ଡିତ
ଭୁବନେଶ୍ୱର – ଓଡ଼ିଶା ସରକାର ମଙ୍ଗଳବାର କର୍ମଚାରିଙ୍କୁ ସୋସିଆଲ ମିଡିଆରେ ନିଜ ଚାକିରି ସମ୍ବନ୍ଧୀୟ କୌଣସି ପ୍ରସଙ୍ଗ ପୋଷ୍ଟ କରିବାକୁ ବାରଣ କରିଛନ୍ତି । ତେବେ ସାଧାରଣ ପ୍ରଶାସନ ପ୍ରମୁଖ, ସଚିବ ବିଭାଗର ସଚିବମାନଙ୍କୁ ଏକ ପତ୍ର ଲେଖି କହିଛନ୍ତି ଯେ, ଚାକିରି ସମ୍ବନ୍ଧୀୟ ସମସ୍ୟାକୁ ସୋସିଆଲ!-->…