କରୋନା ମୃତ୍ୟୁକୁ ନେଇ ବର୍ଷିଲେ କେଜ୍ରିୱାଲ
ନୂଆଦିଲ୍ଲୀ- ଦିଲ୍ଲୀରେ କରୋନା ସ୍ଥିତି ଦିନକୁ ଦିନ ଅଣୟାତ ହେବାରେ ଲାଗିଛି । ଗତ ୨ ସପ୍ତାହରେ ୭୩୬ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । ତେଣୁ ଦିଲ୍ଲୀରେ କରୋନା ମୃତ୍ୟୁ ବଢୁଥିବାରୁ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ସ୍ୱାସ୍ଥ୍ୟ ବିଭାଗ ଉପରେ ବର୍ଷିଛନ୍ତି । ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା!-->…