୩୦ପ୍ରତିଶତ କମିଲା ସିବିଏସସି ପାଠ୍ୟକ୍ରମ
କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଳାଳୟର ବଡ ନିଷ୍ପତି । ୨୦୨୦-୨୧ ଶିକ୍ଷାବର୍ଷ ପାଇଁ ସିବିଏସଇ ( କେନ୍ଦ୍ରୀୟ ମାଧ୍ୟମି୍ ଶିକ୍ଷା ପରିଷଦ) ସିଲାବସ୍ ତଥା ପାଠ୍ୟକ୍ରମକୁ ୩୦ ପ୍ରତିଶତ ହ୍ରାସ କରାଯାଇଛି । ହ୍ରାସ ପାଉଥିବା ସିଲାବସ୍ ଅନୁଯାୟୀ ପିଲାଙ୍କୁ!-->…