କନ୍ଧମାଳରେ ପୁଣି ଜଣେ ମାଓବାଦୀ ନିହତ
ଫୁଳବାଣୀ: କନ୍ଧମାଳ ଜିଲ୍ଲା ତୁମୁଡି ବନ୍ଧଥାନା ଅନ୍ତର୍ଗତ ସିର୍ଲା ଜଙ୍ଗଲରେ ପୁଣି ପୁଲିସ-ମାଓବାଦୀ ଗୁଳି ବିନିମୟରେ ଆଉଜଣେ ମାଓବାଦୀ ନିହତ ହୋଇଛି । ନିହତ ମାଓବାଦୀ ବଂଶଧାରା-ଘୁମୁସରା-ନାଗାବଳୀ ଡିଭିଜନ ବୋଲି ଜଣାପଡିଛି । ଏଥିସହ ବିପୁଳ ପରିମାଣର ମାଓସାମଗ୍ରୀ ମଧ୍ୟ ଜବତ ହୋଇଛି । ଏବେ ବି!-->…