ବିଷ୍ଣୁଙ୍କ ଶେଷକୃତ୍ୟ ସ୍ୱର୍ଗଦ୍ୱାରରେ ସଂପନ୍ନ

ଜଗତସିଂହପୁର: ପରଲୋକ ଗତ ବିଜେଡିର ବରିଷ୍ଠ ବିଧାୟକ ବିଷ୍ଣୃଚରଣ ସେଠୀଙ୍କ ଶେଷକୃତ୍ୟ ଆଜି ସ୍ୱର୍ଗଦ୍ୱାରରେ ସମ୍ପନ୍ନ ହୋଇଛି । ସମଗ୍ର ଉପକୁଳବର୍ତୀ ଅଞ୍ଚଳରେ ଦଳିତ, ନିଷ୍ପେସିତ ଜନସାଧାରଣଙ୍କ ନେତା ଭାବରେ ଏବଂ ଜଗତସିଂହପୁର ମାଟି, ପାଣି ପବନ ସହ ଭାଗି ହେଉଥିବା ମନ୍ତ୍ରୀ, ସାଂସଦ, ବିଧାୟକ,

କରୋନା କଟକଣା ଉଲଂଘନ ମନ୍ଦିର ପୁଜକଙ୍କୁ ଉଠାଇନେଲା ପୋଲିସ

ଚମ୍ପୁଆ: କରେନା ଦିନକୁ ଦିନ ବେକାବୁ ହୋଇ ଚାଲିଥିବା ବେଳେ ଏହାକୁ ନିୟନ୍ତ୍ରଣ କରିବା ପାଇଁ ସରକାର ବିଭିନ୍ନ କଟକଣା ଜାରି କରିଛନ୍ତି । ରାଜ୍ୟର ସମସ୍ତ ମନ୍ଦିର, ଐତିହ୍ୟ କୀର୍ତିରାଜି, ଶିକ୍ଷାନୁଷ୍ଠାନ ଭଳି ଗହଳି ପୁର୍ଣ୍ଣ ସ୍ଥାନ ଗୁଡିକ ବନ୍ଦ କରିବା ପାଇଁ ନିର୍ଦେଶ ଜାରି କରିଛନ୍ତି । ଏହା

ରାଜଧାନୀରେ ୫ ହଜାର ଆଂଟିଜେନ୍ ଟେଷ୍ଟ କିଟ୍

ଭୁବନେଶ୍ୱର: ରାଜ୍ୟରେ ଆରମ୍ଭ ହେବ ଆଂଟିଜେନ୍ କରୋନା ପରୀକ୍ଷା । ଆଜି ଏଥିପାଇଁ ୫ ହଜାର ରା଼ପୀଡ଼ ଆଂଟିଜେନ୍ କିଟ୍ ଆସି ଭୁବନେଶ୍ୱରରେ ପହଂଚିଛି । ରିଜିଓନାଲ ମେଡିକାଲ ରିସର୍ଚ୍ଚ ସେଂଟର (ଆରଏସ୍ଆରସି) ଭୁବନେଶ୍ୱର ନିର୍ଦେଶକ ଡାକ୍ତର ସଂଘମିତ୍ରା ପତି ଏ ନେଇ ସୂଚନା ଦେଇଛନ୍ତି । ଡାକ୍ତର

୨୦୨୨ ସୁଦ୍ଧା ମିଳିବ ୧୫୦୦ ମେଗାୱାଟ୍ ସୌର ବିଜୁଳି

ଭୁବନେଶ୍ୱର: ବିଦ୍ୟୁତ ଚାହିଦା ପୂରଣ ପାଇଁ ସବୁଜ ଶକ୍ତି ଉତ୍ପାଦନ ଉପରେ ଏବେ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର । ବାୟୁମଣ୍ଡଳରେ ଅଙ୍ଗାରକମ୍ଳ ପରିମାଣ ହ୍ରାସ ପାଇଁ ଏଣିକି ସବୁଜ ଶକ୍ତି ଉତ୍ପାଦନ ବୃଦ୍ଧି କରାଯିବ । ଆସନ୍ତା ୨୦୨୨ ସୁଦ୍ଧା ରାଜ୍ୟରେ ୧୫୦୦ ମେଗା ୱାଟ୍ ସୌର ଶକ୍ତି ବିଜୁଳି

ପରଦାରେ ଏକାଠି ଧମାକା କରିବେ ଏହି ଦୁଇ ସୁପରଷ୍ଟାର

ମୁମ୍ବାଇ- ବଲିଉଡର ହ୍ୟାଣ୍ଡସମ୍ ହଙ୍କ୍ ହ୍ରିତିକ୍ ରୋଶନଙ୍କ ଷ୍ଟାଇଲ, ଲୁକ୍ ଓ ଅନ୍ଦାଜରେ ସମସ୍ତେ ଫିଦା । କେବଳ ଭାରତରେ ନୁହେଁ ବିଦେଶରେ ମଧ୍ୟ ତାଙ୍କର ଫ୍ୟାନ୍ ଫଲୋଇଂ ବେଶ୍ ଭଲ ରହିଛି । ନିକଟରେ ସେ ଲଗାତାର ହିଟ୍ ଫିଲ୍ମ ଦେଇ ପ୍ରାୟ ସବୁ ନିର୍ମାତାଙ୍କ ପ୍ରଥମ ପସନ୍ଦ ପାଲଟିଯାଇଛନ୍ତି ।

ଟେକ୍ ମହିନ୍ଦ୍ରା ଅଫିସ ସିଲ୍ କଲା ବିଏମସି

ଭୂବନେଶ୍ୱର- ଭୁବନେଶ୍ୱର ମୈତ୍ରୀ ବିହାରରେ ଥିବା ଟେକ୍ ମହିନ୍ଦ୍ରା ଅଫିସକୁ ସିଲ୍ କରିଛି ବିଏମସି । ତିନି ଦିନ ଭିତରେ ଏହି ଅଫିସରେ ୭ଜଣ କର୍ମଚାରୀ କରୋନା ପଜେଟିଭ ଚିହ୍ନଟ ହେବା ପରେ ଆଜି ଅଫିସକୁ ସିଲ୍ କରାଯାଇଛି । ଏହାସହ ୨୦ତାରିଖ ପର୍ଯ୍ୟନ୍ତ ହୋମ୍ କ୍ୱାରେଂଟାଇନରେ ରହିବାକୁ ସମସ୍ତ

ଚୀନର ନୂଆ ଧମକ

ଚୀନ୍: ଚାଇନାର କମ୍ୟୁନିଷ୍ଟ ପାର୍ଟି ସହ ଜଡିତ ଏକ ଖବରକାଗଜ ଗ୍ଳୋବାଲ ଟାଇମ୍ସ ପୁଣି ଥରେ ଭାରତକୁ ଧମକ ଦେଇଛି । ଏହି ଖବରକାଗଜକୁ ଚୀନ୍ ସରକାରଙ୍କ ମୁଖପାତ୍ର ବୋଲି ବିବେଚନା କରାଯାଏ । ଖବରକାଗଜ ଏକ ସମ୍ପାଦକୀୟ ଆର୍ଟିକିଲରେ କହିଛି ଯେ ତିଦ୍ଧତ ମାମଲାରେ ମୁଣ୍ଡ ପୁରାଇଲେ ଭାରତର କ୍ଷତି ହେବ ।

ଶିକାରୀ ରାର୍କେଟ୍ ଗିରଫ:୨ ଫେରାର

କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ହାତୀ ଶିକାର ଥମିବାର ନାଁ ଧରୁନି । ଚଳିତବର୍ଷ ୪ ହାତୀ ମୃତ୍ୟୁବରଣ କରିଥିବାବେଳେ ୩ଟି ଦନ୍ତା ଶିକାର କରାଯାଇଛି । ପ୍ରେସ୍ ଲେଖା ଯାଇଥିବା ଏକ କାର୍ ରେ ହାତୀ ଶିକାରୀ ଆସିଥିବା ସନ୍ଦେହ କରି ତେଲକୋଇ ଥାନା କରଦାଙ୍ଗି ଗ୍ରାମବାସୀ ସେମାନଙ୍କୁ ଘେରାଉ କରି

ମୋ ସରକାର ରେ ସାମିଲ ହେଲା କୋଭିଡ ପରିଚାଳନା

ଭୁବନେଶ୍ୱର- ମୋ ସରକାର ରେ ସାମିଲ ହେଲା କୋଭିଡ ପରିଚାଳନା । କୋଭିଡ ରୋଗୀ ଓ କୋଭିଡ ଯୋଦ୍ଧାଙ୍କ ସହିତ ନିୟମିତ ଯୋଗାଯୋଗରେ ରହିବାକୁ ଜିଲ୍ଲା କୋଭିଡ ପର୍ଯ୍ୟବେକ୍ଷକ ଓ ବରିଷ୍ଠ ଅଧିକାରୀ ମାନଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି । ମାସ୍କ ବ୍ୟବହାର ନ କଲେ କଠୋର କାର୍ଯ୍ୟାନୁଷ୍ଠାନ

୭୧ ତମ ବନ ମହୋତ୍ସବ ସପ୍ତାହ ଅନୁଷ୍ଠିତ ହୋଇଛି

ରାୟଗଡା- ରାୟଗଡା କେନ୍ଦ୍ରୀୟ ବିଦ୍ୟାଳୟରେ ଜିଲ୍ଲା ସ୍ତରୀ ୭୧ତମ ବନ ମହୋସôବ ସପ୍ତାହ ପାଳିତ ହୋଇଯାଇଛି । ଏହି ମହୋତ୍ସବରେ ମାନ୍ୟବର ରାୟଗଡା ବିଧାୟକ ମକରନ୍ଦ ମୁଦୁଲି ମୁଖ୍ୟ ଅତିଥି ଭାବେରେ ଯୋଗ ଦେଇଥିଲେ । ସେଠାରେ ସେ ନିଜର ବକ୍ତ୍ୟବ ରଖି କହିଥିଲେ ପୃଥିବୀରେ ବଂଚିବା ପାଇଁ ଜଙ୍ଗଲ