ଗୁରୁ ପୂର୍ଣ୍ଣିମାରେ ଔଷଧୀୟ ବୃକ୍ଷରୋପଣ
ଭୁବନେଶ୍ୱର: ଗୁରୁ ପୂର୍ଣ୍ଣିମା ଉପଲକ୍ଷେ ଗୁରୁଙ୍କୁ ସମର୍ପଣ କରି ସ୍ମଶାନରେ ଔଷଧୀୟ ବୃକ୍ଷ ରୋପଣ କରାଯାଇଥିଲା । କପିଳପ୍ରସାଦ ଫୁଟବଲ ପଡ଼ିଆ ନିକଟ ସ୍ମଶାନରେ ସେବା ପ୍ରତିନିଧି ପକ୍ଷରୁ ଏହି ବୃକ୍ଷ ରୋପଣ କରାଯାଇଥିଲା । ଏଥିରେ ଅତିଥି ଭାବେ ପିଡିଏଚ୍ଆର୍ଆଇର କେନ୍ଦ୍ରୀୟ ସଚିବ ଲିଙ୍ଗରାଜ!-->…