ଋତୁ ଅନୁସାରେ ଲକ୍ଷଣ ବଦଳାଉଛି କରୋନା: ଡାଇରିଆ, ବାନ୍ତି ଏବଂ ମୁଣ୍ଡବିନ୍ଧା ଭଳି ନୂଆ ଲକ୍ଷଣ ଦେଖାଦେଉଛି
ନୂଆଦିଲ୍ଲୀ- ଦିନକୁ ଦିନ ନିଜର ରୂପ ଓ ଲକ୍ଷଣ ଦଳାଇବାରେ ଲାଗିଛି କରୋନା ମହାମାରୀ । ପୂର୍ବରୁ ରୋଗୀଙ୍କ ମଧ୍ୟରେ ଶରୀରର ତାପମାତ୍ରା ବଢିବା, ନିଶ୍ୱାସ ନେବାରେ ସମସ୍ୟା ହେବା, କାଶ ଭଳି ଲକ୍ଷଣ ଦେଖା ଯାଉଥିବା ବେଳେ ଏବେ କରୋନା ରୋଗୀଙ୍କ ମଧ୍ୟରେ ନୂତନ ଲକ୍ଷଣ ଦେଖାଦେଇଛି । ଆଗରୁ କରୋନା!-->…
ସଫଳ ରଥଯାତ୍ରା ପାଇଁ ଧନ୍ୟବାଦ୍ ଜଣାଇଲେ ଗଜପତି
ପୁରୀ- କୋଭିଡ କଟକଣା ସତ୍ୱେ ଚଳିତ ବର୍ଷ ରଥଯାତ୍ରା ସଫଳତାର ସହ ସରିବା ପରେ ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ ସମସ୍ତଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି । ମହାପ୍ରଭୁଙ୍କ କୃପାରୁ ତାଙ୍କର ଯାତ୍ରା ସଫଳତାର ସମ୍ପନ୍ନ ହୋଇଥିବା ଗଜପତି କହିଛନ୍ତି । ସଫଳ ରଥଯାତ୍ରା ଆୟୋଜନ ପାଇଁ ରାଜ୍ୟ ସରକାର ,!-->…
ପବ୍ଜି ନିଶାରେ ୧୬ ଲକ୍ଷ ଉଡାଇ ଦେଲା ପୁଅ
ଦିଲ୍ଲୀ/ଚଣ୍ଡିଗଡ: ବର୍ତମାନର ଯୁପିଢିଙ୍କୁ ପାଗଳ କରିଛି ଅନ୍ଲାଇନ ଗେମ୍ । ଏହି ଅନଲାଇନ ଗେମ୍ ମଧ୍ୟରୁ ପବ୍ଜୀ ଏବେ ସମସ୍ତଙ୍କ ପ୍ରିୟ ହୋଇଛି । କିନ୍ତୁ ଏହି ଖେଳ ଯେ ଜଣଙ୍କୁ ବରବାଦ୍ କରିଦିଏ ତାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ପଞ୍ଜାବରେ । ପଞ୍ଜାବର ଜଣେ ପିଲା ଅନ୍ଲାଇନ୍!-->…
ବାହା ହେବାକୁ ବର ଆସିଲେ ପ୍ରଥମେ ୧୪ ଦିନ କ୍ୱାରେନଂଟାଇନରେ ରହିବେ
ରାଉରକେଲା: ୧୪ଟି ଜିଲ୍ଲାର ଲୋକଙ୍କୁ ରାଉରକେଲା ଆସିବା ଉପରେ କଟକଣା ଲାଗିଥିବା ବେଳେ ବାହା ହୋକୁ ବର ଆସିଲେ ପ୍ରଥମେ ୧୪ ଦିନ କ୍ୱାରେନଂଟାଇନରେ ରହିବାକୁ ପଡିବ । ସୂଚନା ଦେଲେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ । ତେବେ ଖୋର୍ଦ୍ଧା, ଗଞ୍ଜାମ, ଭଦ୍ରକ, ବାଲେଶ୍ୱର, ବଲାଙ୍ଗିର, ନୟାଗଡ,!-->…
ଲୋକାର୍ପିତ ହେଲା ୧୦ ହଜାର ଶର୍ଯ୍ୟା ବିଶିଷ୍ଟ ବିଶ୍ୱର ସବୁଠୁ ବଡ କୋଭିଡ କେୟାର ସେଂଟର
ନୁଆଦିଲ୍ଲୀ- ଆଜି ଦିଲ୍ଲୀସ୍ଥିତ ବିଶ୍ୱର ସବୁଠାରୁ ବଡ କୋଭିଡ କେୟାର ସେଂଟର ଲୋକାର୍ପିତ ହୋଇଛି । ଲେଫ୍ଟନାଂଟ ଗଭର୍ଣ୍ଣର ଅନତଲ ବୈଜଲ ରାଧା ସୋମି ସତସଙ୍ଗ ବସିଥିବା ୧୦,୦୦୦ ଶର୍ଯ୍ୟା ବିଶିଷ୍ଟ ସର୍ଦ୍ଧାର ପଟେଲ କୋଭିଡ କେୟାର ସେଂଟରର ଉଦଘାଟନ କରିଛନ୍ତି । କମ ଲକ୍ଷଣ ଥିବା ଏବଂ ଲକ୍ଷଣ!-->…
କଟକରେ ଗୋଟିଏ ପରିବାରର ୧୧ ଜଣ କରୋନା ପଜିଟିଭ୍ ଚିହ୍ନଟ..
କଟକ- କଟକରେ ଦିନକୁ ଦିନ ଚିନ୍ତା ଢାଉଛି କରୋନା ମହାମାରୀ । ଏଠାରେ ସଂକ୍ରମଣଙ୍କ ସଂଖ୍ୟା ବଢିବାରେ ଲାଗିଛି । ତେବେ କଟକର ଏକ ପ୍ରମୁଖ ବ୍ୟସାୟିକ ପେଣ୍ଠସ୍ଥଳ ମାଣିକଘୋଷ ବଜାର ଅଂଚଳରୁ ଜଣେ ନୁହେଁ କି ଦୁଇଜଣ ନୁହେଁ ବରଂ ୧୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନେ ଗୋଟିଏ!-->…
ଲକ୍ଷଣ ଥାଇ ଦୁଇ ଥର କୋଭିଡ୍ ରିପୋର୍ଟ ନେଗେଟିଭ୍, ଚାଲିଗଲା ପ୍ରାଣ
ନୂଆଦିଲ୍ଲୀ: ଚାରିଆଡେ କରୋନା ମହାମାରୀ ବ୍ୟାପିଥିବା ବେଳେ ଦିଲ୍ଲୀରୁ ଆସିଛି ଏକ ଦୁଃଖଦ ଘଟଣା । ଦିଲ୍ଲୀର ମୌଲାନା ଅଜାଦ ଇନଷ୍ଟିଟ୍ୟୁଟ ଫର୍ ଡେଂଟାଲ୍ ସାଇନ୍ସେସ୍ ର ଜଣେ ଜୁନିୟର ରେସିଡେଂଟ ଡାକ୍ତର ପ୍ରାଣ ହରାଇଛନ୍ତି । ସେ କରୋନା ଆକ୍ରାନ୍ତ ଥିଲେ କିନ୍ତୁ ଲକ୍ଷଣ ଥାଇ ମଧ୍ୟ ଦୁଇ ଦୁଇ ଥର!-->…