ଶିକାରୀ ଗିରଫ , ହରିଣ ଚମଡା ଜବତ
ଭୁବନେଶ୍ୱର: ଚନ୍ଦକା ବନଖଣ୍ଡ ହଳଦିଆ ଅଂଚଳରୁ ଜଣେ ଶିକାରୀ ଗିରଫ ହୋଇଛନ୍ତି । ଶିକାରୀ ଜଣଙ୍କ ଖୋର୍ଦ୍ଧା ଟାଙ୍ଗିଆପଡା ଅଂଚଳର ଧନେଶ୍ୱର ଜେନା ବୋଲି ଜଣାପଡିଛି । ଧନେଶ୍ୱରଙ୍କ ଠାରୁ ହରିଣ ଚମଡା ସହ ଏକ ବାଇକ୍ ଜବତ ହୋଇଛି । ହଳଦିଆ ରେଞ୍ଜ୍ ବନବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ!-->…