ଉତର ପ୍ରଦେଶ ସରକାରଙ୍କୁ ବିରୋଧି ଦଳର ସମାଲେଚନା

ନୂଆଦିଲ୍ଲୀ- କାନପୁର ଏନକାଉଂଟରରେ ମୃତ୍ୟୁ ବରଣ କରିଥିବା ୮ ପୋଲିସ ଅଫିସରଙ୍କୁ ନେଇ ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଘେରିଛନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଓ ବିଏସପି ମୁଖ୍ୟ ମାୟାବତୀ । ଯେଉଁଠାରେ ସୁରକ୍ଷା କର୍ମୀଙ୍କ ନିରାପତା ନାହିଁ

ଭୂମିହୀନ ଚାଷୀ ପାଇଁ ‘ବଳରାମ’ ଯୋଜନା

ଭୁବନେଶ୍ୱର: କାଳିଆ ଯୋଜନା ପରେ ରାଜ୍ୟ ସରକାର ଚାଷୀ ମାନଙ୍କ ପାଇଁ ଆଣିଛନ୍ତି ନୂଆ ‘ବଳରାମ’ ଯୋଜନା । ଏଥିରେ ଭୂମିହୀନ ଚାଷୀ ମାନଙ୍କୁ ଅର୍ନ୍ତଭୁକ୍ତ କରାଯାଇଛି । ୨ ବର୍ଷରେ ୭ ଲକ୍ଷ ଚାଷୀ ଏହି ଯୋଜନା ଦ୍ୱାରା ଉପକୃତ ହେବେ । ୭୦ ହଜାର ଗ୍ରୁପ ମାଧ୍ୟମରେ ୧୦୪୦ କୋଟି ଟଙ୍କାର ଋଣ ଯୋଗାଇ

୫ରେ ଚନ୍ଦ୍ରଗ୍ରହଣ

ନୂଆଦିଲ୍ଲୀ : ଆସନ୍ତା ୫ତାରିଖ ଦିନ ଦେଶରେ ଚନ୍ଦ୍ରଗହଣ ଦୃଶ୍ୟମାନ ହେବ । ଚଳିତ ବର୍ଷ ଏହା ହେଉଛି ତୃତୀୟ ଚନ୍ଦ୍ର୍ରଗ୍ରହଣ । ପୂର୍ବରୁ ପ୍ରଥମ ଚନ୍ଦ୍ର ଗ୍ରହଣ ଜାନୁଆରି ୧୦ତାରିଖରେ ସଂଘଟିତ ହୋଇଥିଲା ବେଳେ ଦ୍ୱିତୀୟ ଚନ୍ଦ୍ରଗହଣ ହୋଇଥିଲା ଜୁନ୍ ୫-୬ ତାରିଖରେ । ତେବେ ଏହି ଚନ୍ଦ୍ର ଗ୍ରହଣ

ଟ୍ରାକ୍ଟର ଓଲଟି ୩ମୃତ

ବଣାଇ : ସୁନ୍ଦରଗଡ ଜିଲ୍ଲାର ଗୁରୁଣ୍ଡିଆ ଥାନା ଅର୍ନ୍ତଗତ କେଲୋ ଗ୍ରାମ ନିକଟରେ ଆଜି ଏକ ଚାଉଳ ବୋଝେଇ ଟ୍ରାକ୍ଟର ଓଲଟି ପଡିବା ଫଳରରେ ୩ଜଣଙ୍କର ମୃତ୍ୟୁ ଘଟିବା ସଙ୍ଗେ ସଙ୍ଗେ ୭ଜଣ ଆହତ ହୋଇଛନ୍ତି । ଜର୍ଦା ପଂଚାୟତକୁ ସାଧାରଣ ବଂଟନ ବ୍ୟବସ୍ଥାରେ ଦିଆଯାଉଥିଲା ବେଳେ ଏହି ଦୁର୍ଘଟଣା ଘଟିଥିଲା

ଗଞ୍ଜାମ ଜିଲ୍ଲାରେ ଗାଡିଚଳାଚଳ ମନା

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢିଚାଲିଛି ବେଳେ ଜିଲ୍ଲା ପ୍ରଶାସନ ଆସନ୍ତା ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଜିଲ୍ଲା ଭିତରେ ସମସ୍ତ ପ୍ରକାରର ଗାଡି ଚଳାଚଳକୁ ନିଷିଦ୍ଧ କରିଛନ୍ତି । ଏନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଏହି

କୃଷି ଅଧିକାରୀଙ୍କ କାରରୁ ୧୧ଲକ୍ଷ ଟଙ୍କା ଜବତ

ଜୟପୁର : କୋରାପୁଟ ଜିଲ୍ଲାରେ ଅବସ୍ଥାପିତ ଜିଲ୍ଳା କୃଷି ଉପ ନିର୍ଦେଶକ ପ୍ରଦୀପ ମହାନ୍ତିଙ୍କ କାରରୁ ଭିଜିଲାନ୍ସ ଆଜି ୧୧ଲକ୍ଷ ୩୧ହଜାର ଟଙ୍କା ଜବତ କରିଛି । ଭିଜିଲାନ୍ସ ତାଙ୍କୁ ଅଟକ ରଖି ଜେରା ଜାରୀ ରଖିଛି । ସେ କୋରାପୁଟରୁ ଭୁବନେଶ୍ୱରକୁ ଆସୁଥିଲା ବେଳେ ଜୟପୁର ଘାଟି ନିକଟରେ ଭିଜିଲାନ୍ସ

ରଥଉପରେ ସୁନାବେଶରେ ଦାରୁବ୍ରହ୍ମ

ପୁରୀ: ନବଦିନାତ୍ମକ ଘୋଷ ଯାତ୍ରା ଶେଷ କରି ସିଂହଦ୍ୱାରରେ ରଥ ଉପରେ ସୁନାବେଶରେ ଆଜି ଦର୍ଶନ ଦେଇଛନ୍ତି ଦାରୁବହ୍ମ । ତେବେ ଶ୍ରୀଗୁଣ୍ଡିଚା ଯାତ୍ରା ଓ ବହୁଡା ଯାତ୍ରା ପରି ଭକ୍ତ୍ ଶୁନ୍ୟ ଶୀ୍ରକ୍ଷେତ୍ରରେ ମହାବାହୁ ରଥ ଉପରେ ରାଜରାଜେଶ୍ୱର ବେଶରେ ଦର୍ଶନ ଦେଇଛନ୍ତି । ଆଜି ଅପରାହ୍ନ ୩ଟାରୁ

ରକ୍ତଭଣ୍ଡାର ଶାଖା ପକ୍ଷରୁ ୧୧୧ ୟୁନିଟ ରକ୍ତ ଦାନ

ଭୁବନେଶ୍ୱର: ଭସେନା ର ପ୍ରତିଷ୍ଠା ଦିବସ ଅବସରରେ ସେନା ପକ୍ଷରୁ ଆରମ୍ଭ କରାଯାଇଥିିବା ରକ୍ତଭଣ୍ଡାର ଶାଖା ପକ୍ଷରୁ ଅଦ୍ୟାବଧି ମୋଟ ୧୧୧ ୟୁନିଟ ରକ୍ତ ଭିଭିନ୍ନ ସମୟରେ ଅସହାୟ ରୋଗୀମାନଙ୍କୁ ଦାନ କରାଯାଇଥିବାର ଜଣାଯାଇଛି । ମୟୂରଞ୍ଜ ଜିଲ୍ଲା ବାରିପଦାର ପଣ୍ଡିିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ

ସୁପ୍ରିମକୋର୍ଟଙ୍କ ଉଦବେଗ ବର୍ଷ ବର୍ଷ ଧରି ଗଡୁଛି କ୍ରିମିନାଲ୍ ଅପିଲ୍ ମାମଲା : ଆକ୍ସନ୍ ପ୍ଲାନ୍ ପାଇଁ ହାଇକୋର୍ଟଙ୍କୁ…

କଟକ: ବିଗତ ୩୦ ବର୍ଷ ଧରି ବିଭିନ୍ନ ହାଇକୋର୍ଟରେ କ୍ରିମିନାଲ୍ ଅପିଲ୍ ପିଟିସନ୍ଗୁଡ଼ିକ ଗଡ଼ୁଛି । ଓଡ଼ିଶା ହାଇକୋର୍ଟ ସମେତ ଦେଶର ୧୦ଟି ହାଇକୋର୍ଟରେ ଗତ ୩୦ ବର୍ଷ କିମ୍ବା ତବୁଦ୍ଧ୍ୱର୍ ସମୟ ଧରି ମୋଟ ୧୪ ହଜାର ୪୮୪ଟି କ୍ରିମିନାଲ୍ ଅପିଲ୍ ମାମଲା ଶୁଣାଣି ପାଇଁ ରହିଛି । ସେହିପରି, ୩୦ ହଜାର