ବିନାଭକ୍ତରେ ବାହୁଡିଲେ ମହାପ୍ରଭୁ
ପୁରୀ : ନବଦିନ ବ୍ୟାପୀ ଘୋଷଯାତ୍ରା ସାରି ମହାପ୍ରଭୁ ଶ୍ରୀ ଜଗନ୍ନାଥ, ବଡଠାକୁର ବଳଭଦ୍ର ଓ ଦେବୀ ସୁଭଦ୍ରା ଆଜି ବାହୁଡିଛନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ , ବଡଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ଏବଂ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଆଜି ସିଂହଦ୍ୱାରରେ ପହଞ୍ଚିଛି । ପ୍ରଥମେ ତାଳଧ୍ୱଜ!-->…