ଶିକ୍ଷକଙ୍କୁ ପୋଲିସର ତାଗିଦ
ବାଲିଅନ୍ତା: ବାଲିଅନ୍ତା ଥାନା ଅନ୍ତର୍ଗତ ବେଂଟପୁର ପଂଚାୟତର ଶିକ୍ଷକ ଶ୍ରୀଧର କରଣ ନାମକ ଜଣେ ଶିକ୍ଷକ କରୋନା ଜନିତ ସଟ୍ଡାଉନ୍ ସମୟରେ ଟ୍ୟୁସନ କରୁଥିଲେ । କୌଣସି ସୂତ୍ରରୁ ଖବର ପାଇ ଏହି ସମୟରେ ପୋଲିସ ପହଂଚିଥିଲା । ସକାଳ ୮ଟା ବେଳେ ତାଙ୍କ ପାଖରେ ୨୦ ପିଲା ପଢ଼ୁଥିଲେ । କରୋନା ସଟ୍ଡାଉନ୍!-->…