କରୋନା ଔଷଧ ତିଆରି ଅଭିଯୋଗକୁ ପତଞ୍ଜଳିର ଖଣ୍ଡନ
ଉତରାଖଣ୍ଡ : କରୋନିଲ କୁ ନେଇ କଥା ଲୁଚାଉଛି ପତଞ୍ଜଳି ।ପତଞ୍ଜଳି କରୋନା ଔଷଧ ତିଆରି କରିବାକୁ ନେଇ ଗତ କିଛି ଦିନ ଚର୍ଚ୍ଚା ଜାରି ରହିଥିବାବେଳେ ଏହା ଉପରେ ଏକାଧିକ ରାଜ୍ୟ କଟକଣା ଲଗେଇଥିଲେ । ତେଣୁ ଏନେଇ ଉତରାଖଣ୍ଡ ଡ଼୍ରଗ ଡ଼ିପାର୍ଟମେଂଟ ପକ୍ଷରୁ ସ୍ପଷ୍ଟିକରଣ ଦାବି କରାଯାଇଥିଲା ।!-->…