ଉପରାଷ୍ଟ୍ରପତିଙ୍କ ଜନ୍ମଦିନରେ ଶୁଭେଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ- ଉପରାଷ୍ଟ୍ରପତି ଏମ ଭେଙ୍କୟାନାୟୁଡଙ୍କ ୭୧ ତମ ଜନ୍ମ ବାର୍ଷିକରେ ଶୁଭେଛାର ବାର୍ତା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ । ସୁସ୍ଥ ଜୀବନ କାମନା କରିବା ସହିତ ବା ସହିତ ସେ ରାଜନୀତିରେ ପ୍ରବିଣ ଓ ବହୁତ ବୁଦ୍ଧିମାନ ବୋଲି ଟୁଇଟ କରି ଜଣାଇଛନ୍ତି ।

କରୋନା ଯୋଦ୍ଧାଙ୍କ ସହ ରାହୁଲ ଗାନ୍ଧୀଙ୍କ ଆଲୋଚନା

ନୂଆଦିଲ୍ଲୀ- ଜାତୀୟ ଡକ୍ଟରସ ଡେରେ କଂଗ୍ରେସ ମୁଖ୍ୟ ରାହୁଲ ଗାନ୍ଧୀ ଭିଡଓ କଂନଫରେନ୍ସ ଜରିଆରେ ନର୍ସ ଓ ଡାକ୍ତର ମାନଙ୍କ ସହ କୋଭିଡ -୧୯ ସଂପର୍କରେ ଆଲୋଚନା କରିବା ସହ ସମସ୍ତ କରୋନା ଯୋଦ୍ଧା ମାନଙ୍କୁ ସାଧୁବାଦ ଜଣାଇଛନ୍ତି ।

୨୦୨୧ମସିହା ପର୍ଯ୍ୟନ୍ତ ଗରିବ ମାନଙ୍କ ପାଇଁ ମାଗଣା ରାସନ ସାମଗ୍ରୀ : ମମତା ବନାର୍ଜୀ

ପଶ୍ଚିମବଙ୍ଗ-ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୨୦୧୧ ଜୁନ ପର୍ଯ୍ୟନ୍ତ ସମସ୍ତ ଗରିବ ମାନଙ୍କୁ ମାଗଣା ରାସନ ସାମଗ୍ରୀ ଯୋଗାଇବାକୁ ନିଷ୍ପତି ନେଇଛନ୍ତି । ଏହା ଦ୍ୱାରା ୧୦ କୋଟି ଲୋକ ଉପକୃତ ହେବେ । ଜୁଲାଇ୧ରୁ ଘରୋଇ ବସ ଚଳାଚଳ କରିବା ପାଇଁ ସୁପାରିଶ କରିଛନ୍ତି ।ଯଦି ବସ ନଗଡେ

ରାଜ୍ୟରେ ସୁସ୍ଥ ହେଲେ ଆଉ ୨୪୩ କରୋନା ଆକ୍ରାନ୍ତ

ଭୁବନେଶ୍ୱର- ଗୋଟିଏ ଦିନରେ ସର୍ବାଧିକ ୨୪୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସୁସ୍ଥ ଆକ୍ରାନ୍ତଙ୍କ ମଧ୍ୟରୁ ଗଜପତିରୁ ୫୯, ଗଞ୍ଜାମ ୪୧, ଖୋର୍ଦ୍ଧା ୩୮, କଳାହାଣ୍ଡି ୧୭, ଝାରସୁଗୁଡା ୧୫, ସୁନ୍ଦରଗଡ ୧୦ , ଭଦ୍ରକ , ଯାଜପୁର ଓ କେନ୍ଦ୍ରାପଡାରୁ ୮ଜଣ ଲେଖାଏଁ ରହିଛନ୍ତି । ରାଜ୍ୟରେ ଆରୋଗ୍ୟ

ରାଜ୍ୟରେ ଅନଲକ ୨ର ଗାଇଡଲାଇନ

ଭୁବନେଶ୍ୱର- ବୁଧବାର ଠାରୁ ରାଜ୍ୟରେ ଅନଲକ୨ ପ୍ରକ୍ରିୟା ଜାରି ନେଇ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ନୂଆ ଗାଇଡଲାଇନ ଜାରି କରିଛନ୍ତି । ଅଗଷ୍ଟ ୩୧ ପର୍ଯ୍ୟନ୍ତ ସମସ୍ତ ସ୍କୁଲ, କଲେଜ, ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ମାନ ବନ୍ଦ ରହିବ । ପୂର୍ବବତ ଜିମ, ସୁଇମିଂପୁଲ, ପାର୍କ, ବାର,

କରୋନା ଔଷଧ ତିଆରି ଅଭିଯୋଗକୁ ପତଞ୍ଜଳିର ଖଣ୍ଡନ

ଉତରାଖଣ୍ଡ : କରୋନିଲ କୁ ନେଇ କଥା ଲୁଚାଉଛି ପତଞ୍ଜଳି ।ପତଞ୍ଜଳି କରୋନା ଔଷଧ ତିଆରି କରିବାକୁ ନେଇ ଗତ କିଛି ଦିନ ଚର୍ଚ୍ଚା ଜାରି ରହିଥିବାବେଳେ ଏହା ଉପରେ ଏକାଧିକ ରାଜ୍ୟ କଟକଣା ଲଗେଇଥିଲେ । ତେଣୁ ଏନେଇ ଉତରାଖଣ୍ଡ ଡ଼୍ରଗ ଡ଼ିପାର୍ଟମେଂଟ ପକ୍ଷରୁ ସ୍ପଷ୍ଟିକରଣ ଦାବି କରାଯାଇଥିଲା ।

କରୋନା ସଂକ୍ରମିତ ହେଲେ ଉଚ୍ଚ ଶିକ୍ଷା ମନ୍ତ୍ରୀ କେ ପି ଅନବଲଗନ

ଚେନ୍ନାଇ : ତାମିଲ ନାଡ଼ୁ ଉଚ୍ଚ ଶିକ୍ଷା ମନ୍ତ୍ରୀ କେ ପି ଅନବଲଗନ କୋଭିଡ଼ ଆକ୍ରାନ୍ତ ହୋଇଛନ୍ତି । ରିପୋର୍ଟ ପଜିଟିଭ ବାହାରିଥିବା ନେଇ ଏକ ହସ୍ପିଟାଲ ପକ୍ଷରୁ ସୂଚନା ମିଳିଛି । ପ୍ରଥମେ ତାଙ୍କ ଠାରେ କୈାଣସି ଲକ୍ଷଣ ଦେଖା ଯାଇନଥିବା ବେଳେ ସିଟି ସ୍କାନ ରିପୋର୍ଟ ମଧ୍ୟ ସ୍ୱଭାବିକ ଥିଲା ।

ଚୀନର ଅପରେସନ୍ ତିନ୍

ନୂଆଦିଲ୍ଳୀ: ଭାରତ ସହ ଶତୃତା କରି ପାକିସ୍ଥାନରେ ଲୁଚି ବସିଥିବା ତିନି କୁକ୍ଷାତ ଆତଙ୍କବାଦୀ ମୈାଲନା ମସୁଦ୍ ଅଜହର,ସୈୟଦ ସଲାଉଦ୍ଧୀନ୍, ହାପିଜ ସଈଦ୍ ଏବେ ଚୀନ୍ ସରକାରଙ୍କ ସୁରକ୍ଷାରେ । ସାରା ବିଶ୍ୱ ତିନି ଆତଙ୍କିଙ୍କୁ ଧରିବାକୁ ଚାହୁଁଥିବାବେଳେ ଚୀନ୍ ପାଲଟିଛି ଆତଙ୍କିଙ୍କ ରକ୍ଷା କବଚ ।

ଆଥ୍ଲେଟ୍ ପରିବା ବିକାଳି

ରାଂଚି : ଝାରଖଣ୍ଡ ଅନ୍ତର୍ଗତ ରାମଗଡ଼ ଜିଲ୍ଲା ରାଜ ରାସ୍ତାରେ ପରିବା ବିକୁଛନ୍ତି ପ୍ରମୁଖ କ୍ରୀଡ଼ାବିତ୍ ଗୀତା କୁମାରୀ । ଆର୍ଥିକ ଅନାଟନ କାରଣରୁ ଗୀତା ବର୍ତମାନ ପରିବା ବିକ୍ରି କରୁଥିବା ଟ୍ୱିଟରରୁ ସୂଚନା ପାଇବା ପରେ ତୁରନ୍ତ ସହାୟତା ପାଇଁ ମୁଖ୍ୟ ମନ୍ତ୍ରୀ ରାମଗଡ଼ ଜିଲ୍ଲା