ବାହୁଡା ଯାତ୍ରା ଆଜି
ପୁରୀ : ନବଦିନ ବ୍ୟାପୀ ଘୋଷ ଯାତ୍ରାରେ ଜନ୍ମବେଦିକୁ ବିଯେ କରିଥିବା ମହାପ୍ରଭୁ ଶ୍ରୀ ଜଗନ୍ନାଥ, ବଡ ଠାକୁର ବଳଭଦ୍ର ଓ ଦେବୀ ସୁଭଦ୍ରା ଙ୍କ ବାହୁଡା ଯାତ୍ରା ଆସନ୍ତାକାଲି ବୁଧବାର ଦିନ ହେଉଛି । ଏଥିଲାଗି ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ୩ରଥ ଦକ୍ଷିଣ ମୁହାଁ ହେଉଛନ୍ତି । ଆସନ୍ତା!-->…
ନଭେମ୍ବର ଯାଏଁ ମାଗଣା ରାସନ
ନୂଆଦିଲ୍ଲୀ : ଆସନ୍ତା ନଭେମ୍ବର ମାସ ପର୍ଯ୍ୟନ୍ତ ଦେଶର ୮୦କୋଟି ଗରିବ ଲୋକଙ୍କୁ ମାସିକ ୫କେ.ଜି ଗହମ କିମ୍ବା ଚାଉଳ ମାଗଣା ଯୋଗାଇ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଛନ୍ତି । ଦେଶବାସୀଙ୍କ ଉଦେଶ୍ୟରେ ଉଦବୋଧନ ଦେବା ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ!-->…
ନେପାଳରେ ଲୁଣ କିଲୋ ୧୦୦
ନୁଆଦିଲ୍ଲୀ- ଚାଇନା ସହ ଭାରତ ସୀମା ବିବାଦ ଉଗ୍ର ରୂପ ନେବା ପରେ ନେପାଳ ମଧ୍ୟ ବିଭନ୍ନ ଆଳ ଦେଖାଇ ଭାରତ ସହ ବିବାଦ ଆରମ୍ଭ କରିଦେଇଛି । ଏମିତି କି ଭାରତ ଓ ନେପାଳ ମଧ୍ୟରେ ସୀମା ବନ୍ଦ ହୋଇଯାଇଛି । ଏହା ଉଭୟ ଦେଶର ବାଣିଜ୍ୟ ଉପରେ ପ୍ରଭାବ ପକାଇଛି । ନେପାଳ ସରକାର ଏହାର ନାଗରିକଙ୍କ ଭାରତରେ!-->…
ବିଞ୍ଝାରପୁରରେ କୋଭିଡ କଟକଣା ଫୁ, ମନ୍ଦିର ଓ ମଣ୍ଡପରେ ୧୩ ବାହାଘର, ଶତାଧିକ ଲୋକଙ୍କ ଭିଡ
ବିଞ୍ଝାରପୁର: ଗୋଟିଏ ପଟେ ଯାଜପୁର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି । ଅନ୍ୟପଟେ କୋଭିଡ-୧୯ କଟକଣାକୁ ଲୋକ ମାନିବାକୁ ନାରାଜ । ଆକ୍ରାନ୍ତଙ୍କସଂଖ୍ୟା ବଢୁଥିବା ବେଳେ ବ୍ଲକ ପ୍ରଶାସନ ସେତେଟା ଗୁରୁତ୍ୱ ଦେଉନଥିବା ଅଭିଯୋଗ ରହିଛି । କରୋନା ସଂକ୍ରମଣ କୁ ଦୃଷ୍ଟିରେ ରଖି ସରକାର!-->…
ସୁନା ଦୋକାନରୁ ଚୋରୀ
ବିଞ୍ଝାରପୁର : ବିଞ୍ଝାରପୁର ଥାନା ଅନ୍ତର୍ଗତ ମଇଁଦା ଛକ ସ୍ଥିତ ଶ୍ରୀ ଗଣେଶ ଜୁଏଲର୍ସରୁ ଗତକାଲି ରାତିରେ ଲୁଟେରା ମାନେ ସର୍ଟର ତାଡି ସୁନା ଅଳଙ୍କାର ଓ ଟଙ୍କା ଲୁଟ କରିଛନ୍ତି । ଏଥିନେଇ ଦୋକାନ ମାଲିକ ବ୍ରଜ କିଶୋର ସାହୁ ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ଏହି ଖବର ପାଇ ଘଟଣା ସ୍ଥଳରେ!-->…
ବିଶ୍ୱସ୍ତରୀୟ ହେବ ନନ୍ଦନକାନନ ଚିଡିଆଖାନା
ନନ୍ଦନକାନନ: ଓଡିଶାର ସର୍ବପୂରାତନ ଚିଡିଆଖାନା ନନ୍ଦନକାନନରେ ନବକଳେବର ହେବାର ଯୋଜନା ଚାଲିଛି । ଏହାକୁ ବିଶ୍ୱସ୍ତରୀୟ ଚିଡିଆଖାନାକୁ ରୁପାନ୍ତର କରିବାକୁ କତୃପକ୍ଷ ଓ କେନ୍ଦ୍ରୀୟ ଚିଡିଆଖାନା କତୃପକ୍ଷଙ୍କୁ ପ୍ରସ୍ତାବ ଦେଇଛନ୍ତି । ଦେଶର ୧୦ ଟି ଚିଡିଆଖାନାକୁ ଆଧୁନୀକରଣ ଯୋଜନାରେ ନନ୍ଦନକାନନ!-->…
ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ
ଡେରାଡୁନ : ଉତାଖଣ୍ଡର ଡେରାଡୁନ ଡୋଈବାଲା ମଣି ମାଈ ମନ୍ଦିର ନିକଟ ରାଜପଥରେ ଗୁରୁବାର ବିଳମ୍ବିତ ରାତିରେ ଏକ ତେଲ ଟ୍ୟାଙ୍କର ଓ ଅଟୋ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୪ଜଣଙ୍କର ମୃତ୍ୟୁ ହୋଇଯାଇଛି । ୨ଜଣ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ, ଏହି!-->…
ନାଳରୁ ମହିଳାଙ୍କ ଗଳିତ ଶବ ଉଦ୍ଧାର
ବିଞ୍ଝାରପୁର: ବିଞ୍ଝାରପୁର ଥାନା ଅନ୍ତର୍ଗତ ସୟଦପୁର ପଞ୍ଚାୟତ ଗୟାସୁଦ୍ଧିନ ଛକ ନ୍ଖଳଙ୍କୃ ଏକ ନଦ୍ଧମା ନାଳରୁ ଜଣେ ମହିଳାଙ୍କ ଗଳିତ ଶବ ଉଦ୍ଧାର କରାଯାଇଛି । ବିଞ୍ଝାରପୁର ଥାନା ପୁଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି । ଉଦ୍ଧାର ହୋଇଥିବା ମୃତ ମହିଳା ଜଣଙ୍କ ରାଜ୍ୟ ବାହାରୁ ଆସି!-->…
ପୁଣି ୭ କରୋନା ଆକ୍ରାନ୍ତ ଚିହ୍ନଟ
ବିଞ୍ଝାରପୁର: ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ଅଂଚଳରେ ଆଜି ପୁଣି ୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ଚିହ୍ନଟ ହୋଇଥିବା ୭ ଜଣଙ୍କ ମଧ୍ୟରେ ଚିକଣା ବିଦାପଡା ଅଂଚଳର ୩୬ ବର୍ଷିୟ ଦିଲ୍ଲୀ ଫେରନ୍ତା ଯୁବକ, କଏଣା ରଘୁନାଥପୁର ପଂଚାୟତ ନରୁଆ ଗ୍ରାମର ୩୩ ବର୍ଷିୟ ଦିଲ୍ଲୀ ଫେରନ୍ତା!-->…