ତେଲ ଟ୍ୟାଙ୍କର ଦୁର୍ଘଟଣାରେ ୨ ଗୁରୁତର
ଜି.ଉଦୟଗିରି: ଭାରସାମ୍ୟ ହରାଇ ଏକ ତେଲ ଟ୍ୟାଙ୍କର ଗଛରେ ପିଟିହୋଇ ଯିବାରୁ ଡ୍ରାଇଭର ଓ ହେଲପର ଆହତ ହୋଇଛନ୍ତି । ତେଲ ଟ୍ୟାଙ୍କରଟି ବାଲିଗୁଡାରୁ ଜଟଣୀ ଯାଇଥିବା ବେଳେ ଦୁର୍ଘଟଣାଗ୍ରସ୍ଥ ହୋଇଛି । ଡ୍ରାଇଭର ଓ ହେଲପର କୁ ଗୁରୁତର ଅବସ୍ଥାରେ ଜି.ଉଦୟଗିରି ଡାକ୍ତରଖାନାରେ ଭର୍ତି କାରଯାଇଛି ।!-->…