ତାଜ ହୋଟଲ ଧ୍ୱଂସ କରିବା ପାଇଁ ପାକିସ୍ତାନର ଧମକ

ମୁମ୍ବାଇ- ମୁମ୍ବାଇ ତାଜ ହୋଟଲକୁ ଧ୍ୱଂସ କରିବା ପାଇଁ ଧମକ ଦେଇଛି ପାକିସ୍ତାନ । ଗତକାଲି ମଧ୍ୟରାତ୍ରିରେ ଏକ ଫୋନ ଆସିଥିଲା ଓ ଆତଙ୍କବାଦୀ ମାନେ ପୁଣିଥିରେ ତାଜ ହୋଟଲକୁ ଆକ୍ରମଣ କରିବାକୁ ଧମକ ଦେଇଛନ୍ତି । ଫୋନକଲ ପାକିସ୍ତାନରୁ ଆସିଛି ନା ନାହିଁ ମୁମ୍ବାଇ ପୁଲିସ ତଥ୍ୟ ସଂଗ୍ରହ ପାଇଁ

ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫.୬୬ ଲକ୍ଷ ପାର

ନୂଆଦିଲ୍ଲୀ- ଭାରତରେ କରୋନା ସ୍ଥିତି ଅଣାୟତ ହେବାରେ ଲାଗିଛି । ଲକଡାଉନ ସତ୍ୱେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ସମଗ୍ର ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ୬୬ ହଜାରକୁ ବୃଦ୍ଧି ପାଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା

ପୁଣି ୨୦୬ ନୂଆ ପଜିଟିଭ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ପୁଣି ନୂଆ ୨୦୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସୋମାନଙ୍କ ମଧ୍ୟରୁ ୧୯୨ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ୧୪ସ୍ଥାନୀୟ ସଂକ୍ରମିତ ବୋଲି ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଚିହ୍ନଟ ନୂତନ ଆକ୍ରାନ୍ତଙ୍କ ମଧ୍ୟରୁ ମାଲାକାନାଗିରିରୁ

ସ୍ଥାୟୀ ନିଯୁକ୍ତି ପାଇଁ ଦାବି

ଖୋର୍ଦ୍ଧା : ସେସୁ ଅଧିନରେ ଥିବା ବିଦ୍ୟୁତ ବିତରଣ କାର୍ଯ୍ୟ ଟାଟା ନେଇଯିବା ପରେ ଚାକିରି ହରାଇବା ଆଶଙ୍କାରେ ପୂର୍ବ ଫ୍ରାଂଚାଇଜ କମ୍ପାନିୀର କର୍ମଚାରୀମାନେ ଆଜି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସୋମବାର ଶତାଧିକ କର୍ମଚାରୀ ଖୋର୍ଦ୍ଧା ଜିଲ୍ଲାପାଳ ଏବଂ ସେସୁ ଡ଼ିଭିଜନ କାର୍ଯ୍ୟାଳୟ

ବାତିଲ୍ ହେଲା +୨ ପରୀକ୍ଷା

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଅବଶିଷ୍ଟ +୨ ପରୀକ୍ଷା ବାତିଲ କରିବାପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଆଜି ନିଷ୍ପତି ଗ୍ରହଣ କରିଛି ବୋଲି ବିଭାଗୀୟ ମନ୍ତ୍ରୀ ଶ୍ରମିର ରଞ୍ଜନ ଦାସ ସୂଚନା ଦେଇଛନ୍ତି । ତେବେ ବାକିଥିବା ବିଷୟ ଗୁଡିକରେ ଛାତ୍ର

ଗଜପତିରେ ୨୧ ଦିନିଆ କ୍ୱାରେଂଟାଇନ୍

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାରେ କ୍ୱାରେଂଟାଇନ୍ ଅବଧି ୨୧ ଦିନକୁ ବୃଦ୍ଧି କରିଛି ଜିଲ୍ଳା ପ୍ରଶାସନ । ଆଜିଠାରୁ ଏହି ନୂଆ ନିୟମ ଲାଗୁ କରାଯାଇଛି । ପୂର୍ବରୁ ୧୪ଦିନ କ୍ୱାରେଂଟାଇନ୍ରେ ରହିବା ବ୍ୟବସ୍ଥା ଥିଲା । କିନ୍ତୁ ୧୪ ଦିନ ରହିବା ପରେ ଲକ୍ଷଣ ବାହାରିବାରୁ ଏହି ସମୟକୁ ୨୧ଦିନ

ଥରାଇଲା କରୋନା ଦୈନିକ ସଂକ୍ରମଣ ୨୦ହଜାର ମୁହାଁ

ନୂଆଦିଲ୍ଲୀ: ଭାରତରେ କରୋନା ଭୂତାଣୁରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୨୦ହଜାର ନିକଟତର ହୋଇଛି । ଗତ ଦୁଇଦିନ ହେଲା ନିୟମିତ ଭାବେ ୧୯ ହଜାରରୁ ଅଧିକ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ଗତ ୨୪ଘଂଟାରେ ୧୯ହଜାର ୪୫୯ କରୋନା ପଜିଟିଭ ବାହାରିଥିବା ବେଳେ ମୋଟ ରୋଗୀ ସଂଖ୍ୟା ୫ଲକ୍ଷ ୪୮ ହଜାର ୩୧୮କୁ

ଶ୍ରମ ଅଧିକାରୀଙ୍କ ପାଖରେ ଶ୍ରମିକଙ୍କ ତଥ୍ୟ ନାହିଁ !

ଫୁଲବାଣୀ : କନ୍ଧମାଳ ଜିଲ୍ଲାରେ ଦୁଇଗୋଟି ଆଇଟିଡିଏ ଦୁଇଗୋଟି ଉପଜିଲ୍ଲାପାଳ, ଦୁଇଗୋଟି ଏନ୍.ଏସି, ଗୋଟିଏ ପୌର ପରିଷଦ କନ୍ଧମାଳ ଜିଲ୍ଲାରେ ୧୨ ଗୋଟି ବ୍ଲକ- ଯଥା - ଟିକାବାଲି, ଠିକାପାଦ୍ର, ଉଦୟଗିରି, ରାଇକିଆ, ଫୁଲବାଣୀ, ଫରିଙ୍ଗିଆ, ଖଜୁରୀପଡା, ନୂଆଗାଁ, ଦାରିଙ୍ଗିବାଡି, ବାଲିଗୁଡା,