ମହାରାଷ୍ଟ୍ରରେ ଜୁଲାଇ ୩୧ ପର୍ଯ୍ୟନ୍ତ ବଢିଲା ଲକଡାଉନ
ମୁମ୍ବାଇ- ମହାରାଷ୍ଟ୍ରରେ କରୋନା ସ୍ଥିତି ଉଦବେଗ ଜନକ ଭାବରେ ବଢିଚାଲିଛି । ଏଭଳି ପରିସ୍ଥିତିରେ ଜୁଲାଇ ୩୧ ପର୍ଯ୍ୟନ୍ତ ଲକଡାଉନ ବଳବତର ରଖିବା ପାଇଁ ମହାରାଷ୍ଟ୍ର ସରକାର ନିଷ୍ପତି ନେଇଛନ୍ତି । ଯେଉଁ ସବୁ ଅଂଚଳ ଗୁଡିକ କଂଟେନମେଂଟ ଜୋନ ଘୋଷଣା କରାଯାଇଛି ସେହି ଅଂଚଳ ମାନଙ୍କରେ!-->…