କରାଚିରେ ଆତଙ୍କୀ ହମଲା: ୫ ମୃତ ୩ ଗୁରୁତର
ଶ୍ରୀନଗର: କାରଚି ସ୍ଥିତ ପାକିସ୍ଥାନ ଷ୍ଟକ୍ ଏକ୍ସଚେଞ୍ଜ ବିଲ୍ଡ୍ଂରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ଚାରିଜଣ ଆତଙ୍କବାଦୀ ପାକିସ୍ଥାନ ଷ୍ଟକ୍ ଏସ୍କଚେଞ୍ଜ କୋଠାରେ ପ୍ରବେଶ କରି ଅନ୍ଦାଧୁନିଆ ଗୁଳି ଚଳାଇଥିଲେ । ପାକିସ୍ଥାନି ରେଞ୍ଜର୍ସ ଓ ପୁଲିସ ଘଟଣାସ୍ଥଳରେ ପହଁଚି ୪ ଆତଙ୍କବାଦୀଙ୍କୁ ନିହତ!-->…