ରାଜ୍ୟରେ କରୋନା ପଜିଟିଭ ହାର ୬୮୫୯କୁ ବୃଦ୍ଧି

ଭୁବନେଶ୍ୱର- ରାଜ୍ୟରେ ପୁଣି ନୂଆ ୨୪୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୨୧୪ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ୩୧ ସ୍ଥାନୀୟ ସଂକ୍ରମିତ ବୋଲି ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରୁ ୯୬,

ରାଜ୍ୟରେ କରୋନା ନେଲା ଆଉ ୨ ଜୀବନ

ଭୁବନେଶ୍ୱର- କରୋନାରେ ଆଖିବୁଜିଲେ ଆଉ ୨ ଆକ୍ରାନ୍ତ । ମୃତଙ୍କ ଘର ଗଞ୍ଜାମ ଜିଲ୍ଲା ବେଲି ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି । ଉଭୟ ବ୍ୟକ୍ତି ପୁରୁଷ । ସେମାନଙ୍କ ବୟସ ଯଥାକ୍ରମେ ୪୮ ଓ ୫୨ ବର୍ଷ ରହିଛି । କୋଭିଡ ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଏହାଦ୍ୱାରା

ବାହୁଡ଼ାଯାତ୍ରା ପାଇଁ ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଦକ୍ଷିଣ ମୋଡରେ ତିନି ରଥ

ପୁରୀ: ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ବାହୁଡ଼ାଯାତ୍ରା ପାଇଁ ପ୍ରସ୍ତୁତି ଜୋର । ଆଜି ତିନି ରଥ ଦକ୍ଷିଣ ମୋଡ ନେଇଛନ୍ତି । ଶ୍ରୀଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ୱରା ପାଖକୁ ଆସିବେ ତିନି ରଥ । ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେ ପରେ ତିନି ରଥ ଦକ୍ଷିଣ ମୋଡ଼ ନୀତି ଆରମ୍ଭ ହୋଇଛି । ଶରଧବାଲିରେ

ନାବାଳକକୁ ମାରିଦେଲା କୁମ୍ଭୀର

ଚିତ୍ରକୋଣ୍ଡା: ଏଠାରେ ଅତି ଦୁର୍ଭାଗ୍ୟଜନକ ଘଟଣାରେ ଜଣେ ନାବାଳକକୁ ପ୍ରାଣ ହରାଇବାକୁ ପଡିଛି । ମିଳିଥିବା ସୂଚନା ଅନୁଯାୟୀ, ସ୍ଥାନୀୟ ସିଲେରୁ ନଦୀକୁ ଏହି ନାବାଳକ ଜଣଙ୍କ ଯାଇଥିଲା ବେଳେ କୁମ୍ଭୀର ତାକୁ ନଦୀ ଭିତରକୁ ଟାଣି ନେଇ ମାରି ଦେଇଥିବା ପ୍ରକାଶ ଆଜି ସକାଳେ ଏହାର ଶବ ନଦୀରେ

ଟାଙ୍ଗି ସାହି ହେଲା କଂଟେନମେଂଟ ଜୋନ୍

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଗୁରୁଜଙ୍ଗଲ ୧୭ନମ୍ବର ୱାର୍ଡ ସ୍ଥିତ ଟାଙ୍ଗି ସାହିରେ ପଜେଟିଭ ବାହାରିଥିବାରୁ ଏହାକୁ ଜିଲାପାଳ ଆାଜି କଂଟେନମେଂଟ ଜୋନ୍ ରୂପେ ଘୋଷଣା କରିଛନ୍ତି । ଏହି ଘୋଷଣାରେ ସେ ପ୍ରକାଶ କରିଛନ୍ତି । ଯେ ୨୮ ତାରିଖ ରବିବାର ଠାରୁ ଜୁଲାଇ ପହିଲା ପର୍ଯ୍ୟନ୍ତ ଏହା

ମନ୍ କି ବାତ୍ କାର୍ଯ୍ୟକ୍ରମ ବନ୍ଧୁତା ସହ ଜବାବ ଦେବା ଜାଣେ ଭାରତ

ନୂଆଦିଲ୍ଲୀ: ମନ କି ବାତ୍ କାର୍ଯକ୍ରମରେ ଲଦାଖ ସୀମା ବିବାଦ ନେଇ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ମୋଦି କହିଛନ୍ତି ଭାରତ ମିତ୍ରତା ନିଭାଇବା ସହ ଶତ୍ରୁଙ୍କୁ ଜବାବ ଦେବା ବି ଶିଖିଛି । ଲଦାଖରେ ଭାରତର ଭୂମି ଉପରେ ଆଖି ପକାଉଥିବା ଦେଶକୁ

ପଙ୍ଗପାଳ ଦଳ ଏବେ ୟୁପି ମୁହାଁ

ନୂଆଦିଲ୍ଲୀ:- ଜୁନ୍ ୨୬ ତାରିଖ ସକାଳେ ରାଜସ୍ଥାନର ଝୁନଝୁନ୍ ଅଂଚଳରୁ ପଙ୍ଗପାଳ ଦଳକୁ ଠାବ କରାଯାଇଥିଲା । ସେମାନଙ୍କୁ ନିପାତ କରିବା ପାଇଁ ନିୟନ୍ତ୍ରଣକାରୀ ଦଳକୁ ନିୟୋଜିତ କରାଯାଇଛି । ଏହି ଅଭିଯାନରୁ ବର୍ତି ଯାଇଥିବା ଅସଂଖ୍ୟ ପଙ୍ଗପାଳ ପୁନର୍ବାର ଏକାଠି ହୋଇ ଗୋଟିଏ ଦଳ ଗତକାଲି ସନ୍ଧ୍ୟାରେ

ସ୍ୱାବ ସଂଗ୍ରହକୁ ନେଇ ଅରେଇରେ ଉତେଜନା ଓ ସରପଂଚଙ୍କୁ ମାଡ଼

ବିଞ୍ଝାରପୁର: କ୍ୱାରେଂଟାଇନରେ ଥିବା ପ୍ରବାସୀ ଙ୍କ ସ୍ୱାବ ସଂଗ୍ରହକୁ କେନ୍ଦ୍ରକରି ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ଅରେଇ ପଂଚାୟତରେ ତିବ୍ର ଉତେଜନା ଦେଖାଦେଇଛି । ପ୍ରବାସୀଙ୍କ ସ୍ୱାବ ସଂଗ୍ରହ ପାଇଁ ଆସିଥିବା ଆମ୍ବୁଲାନ୍ସ ଡ୍ରାଇଭରକୁ ପ୍ରବାସୀଙ୍କ ସମ୍ପର୍କିୟ ମାନେ ନିସ୍ତୁକ ମାଡ ମାରିବା