କୋଭିଡ୍-୧୯ର ଆଉ ତିନି ନୂଆ ଲକ୍ଷଣ
ନୂଆଦିଲ୍ଲୀ: ) କୋଭିଡ୍-୧୯ର ଆଉ ତିନୋଟି ନୂଆ ଲକ୍ଷଣ ସାମିଲ କରିଛି ଯୁକ୍ତରାଷ୍ଟ୍ର ଆମେରିକାର ଶୀର୍ଷ ସ୍ବାସ୍ଥ୍ୟ ସଂସ୍ଥାନ ‘ଦ ସେଣ୍ଟର୍ ଫର୍ ଡିଜିଜ୍ କଣ୍ଟ୍ରୋଲ୍ ଆଣ୍ଡ୍ ପ୍ରିଭେନ୍ସନ୍’ (ସିଡିସି)।
ଏହି ନୂତନ ଲକ୍ଷଣ ହେଉଛି ନାସିକା ରୁନ୍ଧି ହେବା ବା ସିଙ୍ଘାଣି ବୋହିବା, ବାନ୍ତି!-->!-->!-->…