କରୋନା ହଟସ୍ପଟ ଅଂଚଳ ଲୋକଙ୍କୁ ବାରଣ
ଭୁବନେଶ୍ୱର-କରୋନା ହଟସ୍ପଟ ଅଂଚଳର କୌଣସି ଲୋକ ଭୁବନେଶ୍ୱର ଆସିଲେ ସିଧାସଳଖ ଘରକୁ ଯାଇପାରିବେ ନାହିଁ ।ପ୍ରଥମେ ସେମାନଙ୍କୁ ସରକାରୀ କ୍ୱାରେଂଟାଇନ କେନ୍ଦ୍ରରେ ରହିବାକୁ ପଡିବ । ଭୁବନେଶ୍ୱରରେ ଦିନକୁ ଦିନ କରୋନା ଆକ୍ରାନ୍ତ ସଂଖ୍ୟା ମାତ୍ରାଧିକ ବଢି ଚାଲିଥିବା ଦୃଷ୍ଟିରୁ ଏପରି କଠୋର!-->…