ଲୋକାୟୁକ୍ତଙ୍କ ୱେବସାଇଟ୍ ଲୋକାର୍ପିତ
ଭୁବନେଶ୍ୱର: ଆଜି ଲୋକାୟୁକ୍ତ, ଓଡ଼ିଶାଙ୍କ ୱେବସାଇଟ୍ ଲୋକାର୍ପିତ ହୋଇଛି । ଲୋକାୟୁକ୍ତ ଅଧ୍ୟକ୍ଷ ଜଷ୍ଟିସ୍ ଅଜିତ ସିଂହଙ୍କ ଦ୍ୱାରା ଏହି ୱେବସାଇଟ୍ ଲୋକାର୍ପିତ ହୋଇଥିଲା । ଲୋକାର୍ପଣ ଉସତ୍ସବରେ ଲୋକାୟୁକ୍ତ ସଦସ୍ୟ ଜଷ୍ଟିସ୍ ବିଜୟ କୁମାର ନାୟକ, ଦେବବ୍ରତ ସ୍ୱାଇଁ, ଡା. ରାଜେନ୍ଦ୍ର ପ୍ରସାଦ!-->…