ବିପଦ ସଙ୍କୁଳ ଅବସ୍ଥାରେ ପାର ହେବାକୁ ପଡୁଛି ନଦୀ

ଭୁବନେଶ୍ୱର: ଜୀବିକା ବଡ ନାଁ ଜୀବନ ଦ୍ୱନ୍ଦରେ ମଣିଷ । ବର୍ଷା ରୁତୁ ଆରମ୍ଭରୁ ସୁନ୍ଦରଗଡ ଜିଲ୍ଲା ନୂଆ ଗାଁ ବ୍ଲକ ବାସିଦାଙ୍କ ଦୁଃଖ ବଢିଛି । କୋଭିଡ କଟକଣା ଯୋଗୁଁ ଡଙ୍ଗା ଚଳାଚଳ ବନ୍ଦ ରହିଥିବାରୁ ଲୋକଙ୍କୁ ଯାତାୟତରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଛି । ବର୍ଷା ରୁତୁରେ ନଦୀ ପାର ହେବାକୁ

ପିପିଲିକୁ ଗଡିଲା ‘ମୋ ବସ୍’

ଭୁବନେଶ୍ୱର- ପିପିଲିକୁ ଆଜିଠାରୁ ମୋ ବସ୍ ସେବା ଆରମ୍ଭ ହୋଇଛି । ପ୍ରାଥମିକ ପର୍ଯ୍ୟାୟରେ ଏହି ରୁଟରେ ୪ ବସ ଚଳାଚଳ କରିବ । ପ୍ରଥମ ବସ୍ ସକାଳ ୭ରେ ମାଷ୍ଟରକ୍ୟାଂଟିନରୁ ବାହାରି ପିପିଲି ଅଭିଭୁଖେ ଯାତ୍ରା କରିଛି । ସେହିପରି ସଦ୍ଧ୍ୟା ୫.୫୦ ମିନିଟିରେ ମଧ୍ୟ ମାଷ୍ଟରକ୍ୟାଂଟିନରୁ

ଗୋଟିଏ ଦିନରେ ସର୍ବାଧିକ ୨୧୦ କରୋନା ଆକ୍ରାନ୍ତ

ଭୁବନେଶ୍ୱର- ପୁଣି ନୂଆ ୨୧୦ କରୋନାପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୩୬ ଜଣ ସ୍ଥାନୀୟ ସଂକ୍ରମିତ ହୋଇଥିବା ବେଳେ ୧୭୪ ସଙ୍ଗରୋଧ କେନ୍ଦ୍ରର ବୋଲି ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ସୂଚନା ଦେଇଛନ୍ତି । ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରୁ ୫୮,

ପାରାଦୀପଠାରେ ପିଏଡିସିର ଶୁଭ ଉଦଘାଟନ

ଭୁବନେଶ୍ୱର- ପାରାଦୀପରେ ନିର୍ମିତ ପିଏଡିସିର ଆଜି ଶୁଭ ଉଦଘାଟନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଏବଂ ଇସ୍ପାତ ମନ୍ତ୍ରୀ ଧମେର୍ନ୍ଦ୍ର ପ୍ରଧାନ ଭର୍ଚୁଆଲ ପ୍ଲାଟଫର୍ମ ଜରିଆରେ ଉଦଘାଟନ କରିବେ । ଓଡିଶା ଏବଂ ଭାରତର ପୂର୍ବର୍ ଭାଗରେ ପଲିମ ଶିଳ୍ପର

ରାମଦେବଙ୍କ କରୋନା ଔଷଧକୁ ବିରୋଧ

ନୂଆଦିଲ୍ଲୀ: ପତଞ୍ଜଳିର କରୋନିଲ ଔଷଧ ନେଇ ବିବାଦରେ ଏବେ ବାବା ରାମଦେବ । ବାବା ରାମଦେବ ଦାବି କରିଥିଲେ ଯେ କରୋନାର ଉପଚାରରେ ଆୟୁର୍ବେଦ ଔଷଧ କରୋନିଲ ଫଳପ୍ରଦ ହେବ କିନ୍ତୁ ଏହାର କୈାଣସି ସୁଫଳ ମିଳିନଥିବାରୁ ଏବେ ଅଡୁଆରେ ପଡିଛନ୍ତି ବାବା ରାମଦେବ । ରାଜସ୍ଥାନ ପରେ ମହାରାଷ୍ଟ ମଧ୍ୟ ଔଷଧ

ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୭୩୧୦୫କୁ ବୃଦ୍ଧି

ନୂଆଦିଲ୍ଲୀ-ଭାରତରେ ଗତ ୨୪ ଘଂଟା ମଧ୍ୟରେ ନୂତନ ୧୬,୯୨୨ଆକ୍ରାନ୍ତ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୭୩୧୦୫କୁ ବୃଦ୍ଧି ପାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ଅଦ୍ୟାବଧି ୨୭୧୬୯୬ ସୁସ୍ଥ ହୋଇଥିବା ବେଳେ ୧୪୮୯୪ଜଣଙ୍କ

ମନ୍ତ୍ରୀ, ବିଧାୟକଙ୍କ ବିଳାସ ପୂର୍ଣ୍ଣ ହୋଟଲ କୋଭିଡ ସେଂଟର

ବେଙ୍ଗାଲୁର- ମନ୍ତ୍ରୀ, ସଂସଦ ଓ ବିଧାୟକଙ୍କ ବିଳାସମୟ କୁମାର କୃପା ଗେଷ୍ଟ ହାଉସର ୧୦୦ କୋଠରିକୁ କୋଭିଡ ସେଂଟର କରିଛନ୍ତି କର୍ଣ୍ଣାଟକ ସରକାର । ଉତମ ପରିଚାଳନା ନିମନ୍ତେ ଗାଇଡଲାଇନ ଅନୁଯାୟୀ ୩୩% କାର୍ଯ୍ୟକଳାପ ଜାରି ରଖିବାକ ହୋଟଲକୁ କୁହାଯାଇଛି । ଏହା ବ୍ୟତୀତ କରୋନାଭାଇରସ ମୁକାବିଲା

ଡିଜିଟାଲ ଶିକ୍ଷା ଉପରେ ଗୁରୁତ୍ୱାରୋପ

ଭୁବନେଶ୍ୱର- ଅନଲାଇନ ତଥା ଡିଜିଟାଲ ଶିକ୍ଷା ସୁଦୃଢ କରିବା ପାଇଁ ଗଠିତ ହେଲା ୪ କମିଟି । ଅନଲାଇନ ପାଠପଢା ପାଇଁ ଓଡିଶାରେ ଭିତିଭୂମିର ଅଭାବ ଥିବାରୁ ବହୁ ଛାତ୍ରଛାତ୍ରୀ ଏଥିରୁ ବଂଚିତ ହେଇ ଆସୁଛନ୍ତିି । ସରକାର ଛାତ୍ରଛାତ୍ରୀଙ୍କ ପାଇଁ ହ୍ୱାଟସଆପ ଓ ମଧୁ ଆପ ଜରିଆରେ ଶିକ୍ଷା ପ୍ରଦାନ