ଔଷଧୀୟ ଗୁଣରେ ପରିପୂର୍ଣ୍ଣ ଏସବୁ ଫୁଲ
ସାଧାରଣତଃ ଫୁଲକୁ ଆମେ ପୂଜାର୍ଚ୍ଚନା କିମ୍ବା ସାଜସଜ୍ଜାରେ ବ୍ୟବହାର କରିଥାଉ। ହେଲେ ଏପରି କିଛି ଫୁଲ ଅଛି ଯାହା ଅନେକ ଔଷଧୀୟ ଗୁଣରେ ମଧ୍ୟ ଭରପୁର। ଏହାର ସଠିକ୍ ବ୍ୟବହାର ଦ୍ବାରା ଶରୀରର ଅନେକ ସମସ୍ୟାରୁ ମୁକ୍ତି ମିଳିଥାଏ। ତେବେ ଆସନ୍ତୁ ଜାଣିବା ସେହି ସବୁ ଔଷଧୀୟ ଗୁଣରେ ପରିପୂର୍ଣ୍ଣ!-->…
କଂଗ୍ରେସର ଦୁଇ ଗୋଷ୍ଠୀ ମୁହାଁମୁହିଁ
ଭୁବନେଶ୍ୱର- କଂଗ୍ରେସ ଭବନରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ । ନବନିଯୁକ୍ତ ଯୁବ କଂଗ୍ରେସ ସଭାପତି ସ୍ମୃତି ଲେଙ୍କାଙ୍କ ନିଯୁକ୍ତି ନେଇ ଗୋଟିଏ ଗୋଷ୍ଠୀ ବିରୋଧ କରିବାରୁ ସଂଘର୍ଷ ସୂତ୍ରପାତ ହୋଇଥିଲା । ବିରୋଧୀ ଗୋଷ୍ଠୀ ଫାଟକରେ ତାଲା ପକାଇ ଥିବାବେଳେ ସମର୍ଥକ ଗୋଷ୍ଠୀ ତାଲା ଭାଙ୍ଗି!-->…
ବିଜୟ ମହାନ୍ତି ଓ ଦୀପାଙ୍କୁ ଓଡିଆ ସିନେ କଳକାର ସଂଘର ସହାୟତା
ଭୁବନେଶ୍ୱର- ଓଲିଓଡ ଅଭିନେତା ବିଜୟ ମହାନ୍ତି ଓ ଅଭିନେତ୍ରୀ ଦୀପା ସାହୁଙ୍କୁ ସହାୟତାର ହାତ ବଢାଇଛି ସିନେ କଳାକାର ସଂଘ । ଉଭୟଙ୍କୁ ହସ୍ପିଟାଲରେ ଭେଟି ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ସଂପର୍କରେ ପଚାରି ବୁଝିବା ସହ ବିଜୟ ମହାନ୍ତିଙ୍କୁ ୧ଲକ୍ଷ ଓ ଦୀପା ସାହୁଙ୍କୁ ୨୫ ହଜାର ଟଙ୍କା ଆର୍ଥକ!-->…
ଭାରତୀୟ ସେନାଙ୍କୁ ଆକ୍ରମଣ ପାଇଁ ଚୀନ ସରକାର ନିର୍ଦ୍ଦେଶ ଦେଇଥିଲେ : ଆମେରିକା
ନୂଆଦିଲ୍ଲୀ : ଲଦାଖର ଗିଲୱାନ ଘାଟିରେ ମୁତୟନ ଭାରତୀୟ ସୁରକ୍ଷା ବାହୀନି ଉପରେ ଆକ୍ରମଣ କରିବା ପାଇଁ ଚୀନ ସରକାର ନିର୍ଦ୍ଦେଶ ଦେଇଥିଲେ ବୋଲି ଆମେରିକା ଗୁଇନ୍ଦା ରିପୋର୍ଟରୁ ଜଣା ପଡ଼ିଛି । ଗତ ୧୫ ତାରିଖ ଦିନ ଦୁଇ ଦେଶ ସୁରକ୍ଷା ବାହୀନି ମଧ୍ୟରେ ମୁଁହାମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା ।!-->…
ରଥଯାତ୍ରା ଅବସରରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଛା
ନୂଆଦିଲ୍ଲୀ: ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଶୁଭେଛା ଜଣାଇଛନ୍ତି । ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଧିକ ଅଭିନନ୍ଦନ ଓ ଶୁଭେଛା , ଶ୍ରନ୍ଧା ଓ!-->…
ଗଞ୍ଜେଇ ମାଫିଆ ପୋଲିସ୍ ଗିରଫ:୧.୧୩ ଲକ୍ଷ ଟଙ୍କାର ଜାଲ ନୋଟ ଜବତ
ଫୁଲବାଣୀ : ପୋଲିସ ଖାକିରେ କଳଙ୍କ । ଗଞ୍ଜେଇ ମାଫିଆ ସାଜି ଥିବା ପୋଲିସ କନେଷ୍ଟବଳଙ୍କୁ ପୋଲିସ କବଜା କରିବା ସହ ସେ ବ୍ୟବହାର କରୁଥିବା ଟାଟା ସୁମୋ ଗାଡ଼ି , ୩୦ କେଜି ଗଂଜେଇ ଓ ୧.୧୩ ଲକ୍ଷ ଟଙ୍କାର ଜାଲ ନୋଟ ଜବତ କରିଛି । ଏପରି କୁକର୍ମରେ ଜଡ଼ିତ ଥିବା ପୋଲିସ କନେଷ୍ଟବଳଙ୍କ ନାମ ବସନ୍ତ!-->…