ଓଡିଆ ପୁଅ ମରିସସ୍ ରେ ନିଖୋଜ
ଭୁବନେଶ୍ୱର- ମରିସସ୍ ରେ ଓଡିଆ ପୁଅ ନିଖୋଜ । ପେଟ ପୋଷିବା ପାଇଁ ସୁଦୂର ମରିସସ୍ ଯାଇଥିଲେ ଟୁଟୁ ନାୟକ । ଘର ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଳକ ଅର୍ନ୍ତଗତ ଫାରକାପଲ୍ଲୀ ଗ୍ରାମ । ଜଣେ ଏଜେଂଟଙ୍କ ଜରିଆରେ ମରିସସ୍ରେ ଆକୁଏରେଲି କ୍ଳଥିଙ୍ଗ ଲିମିଟେଡ ବାଉଣ୍ଡରିକୁ ଟେଲରିଂ କାମ କରିବା!-->…
ତେଲ ଦର ଆକାଶ ଛୁଆଁ
ଭୁବନେଶ୍ୱର- ପୁଣି ବଢିଲା ତେଲ ଦର । ଗତ ୧୬ ଦିନ ଭିତରେ କ୍ରମାଗତ ଭାବେ ତୈଳ ଦର ହୁ ହୁ ହୋଇ ବଢିବାରେ ଲାଗିଛି । ବର୍ଦ୍ଧିତ ପେଟ୍ରେଲ ଲିଟର ପିଛା ୩୩ ପଇସା ଓ ଡିଜେଲ ଦର ୫୮ ପାଇସା ବୃଦ୍ଧି ପାଇଛି । ଦୈତନଗରୀ କଟକ ଓ ଭୁବନେଶ୍ୱରେ ତୈଳ ଦରରେ ପରିବର୍ତନ ଦେଖା ଦେଇଛି । ଆଜି!-->…
ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୨୫୨୮୨
ନୂଆଦିଲ୍ଲୀ- ଦିନକୁ ଦିନ ଅଣାୟତ ହେବାରେ ଲାଗିଛି କରୋନା ଲାଗିଛି ସ୍ଥିତି । ଦେଶରେ ଗତ ୨୪ ଘଂଟାରେ ୧୪,୮୨୧ ପଜିଟିଭ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ସଂଖ୍ୟା ୪୨୫୨୮୨ରେ ପଂହଚିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି । ବର୍ତମାନ ସୁଦ୍ଧା!-->…
ରାଜ୍ୟରେ ନୂଆ ୧୪୩ ପଜିଟିଭ ଚିହ୍ନଟ
ଭୁବନେଶ୍ୱର- ପୁଣି ନୂଆ ୧୪୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୩୭ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ୬ ଟି ଲୋକାଲ କେସ୍ ରହିଛି । ସୂଚନା ଓ ଲୋକ ସଂପର୍କ ବିଭାଗ ଏନେଇ ସୂଚନା ଦେଇଛନ୍ତି । ଚିହ୍ନଟ ନୂତନ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୧୬, ନୟାଗଡ ୧୩,!-->…
ପରଲୋକରେ ଇଞ୍ଜିନିୟର ଲକ୍ଷ୍ମୀ ନାରାୟଣ ବାରିକ
ଭୁଚନେଶ୍ୱର,୨୧ା୬:ପୂର୍ବତନ ଅବସର ପ୍ରାପ୍ତ ଇଞ୍ଜିନିୟର ଲକ୍ଷ୍ମୀ ନାରାୟଣ ବାରିକଙ୍କର ଗତ ୧୩ ତାରିଖ ଦିନ ପରଲୋକ ହୋଇ ଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା । ଅବିଭକ୍ତ ବାଲେଶ୍ୱର ଜିଲା(ବର୍ତମାନ ଭଦ୍ରକ )ର ରାହାଣିଆଠାରେ ୧୯୩୩ ମସିହାରେ ଜନ୍ମ ଗ୍ରହଣ!-->…
ଯାତ୍ରା ପାଇଁ ନାଟକ ରଚନାରେ ବ୍ୟସ୍ତ ନାଟ୍ୟକାର
ବିଞ୍ଝାରପୁର, ୨୧.୬ (ନି.ପ୍ର): କରୋନା ମହାମାରୀ ପାଇଁ ଏବେ ଯାତ୍ରା ପାର୍ଟି ଗୁଡିକ ବନ୍ଦ । ହେଲେ ଆଗାମି ଯାାତ୍ରା ସିଜିନକୁ ଆଖି ଆଗରେ ରଖି ମାଲିକ ମାନେ ହୁଅନ୍ତୁ କିମ୍ବା ନାଟ୍ୟକାର ମାନେ ପ୍ରସ୍ତୁତିକୁ ଅଅଗେଇ ନେଉଛନ୍ତି । କରୋନା ସମୟରେ ନାଟ୍ୟକାର ମାନେ ଭରପୁର ସମୟ ପାଇଛନ୍ତି ନାଟକ!-->…
ଗୋଟିଏ ରାତିରେ ୬ ଜାଗାରୁ ଚୋରି
ବାଲିକୁଦା ୨୧ା୬;(ନି.ପ୍ର.): ବାଲିକୁଦାରେ ମାତିଛନ୍ତି ଚୋର । ପୁଲିସକୁ ଏବେ ଚୋର ମାନେ ଖୋଲା ଚ୍ୟାଲେଞ୍ଜ ଦେଇ ଚାଲିଛନ୍ତି । ମାତ୍ର ପୁଲିସର ଆଖିଦୃଷିଆ କାର୍ଯ୍ୟାନୁଷ୍ଠାନ ହେଉ ନଥିବା ଦେଖିବାକୁ ମିଳିଛି । ପ୍ରତ୍ୟେକ ଦିନ କୌଣସି ନା କୌଣସି ଗାଁରେ ଚୋରୀ ହେଉଥିବା ଖବର ମିଳୁଥିବା ବେଳେ!-->…
ଗୁଡିଆଛନ୍ଦାରେ ପୋଲ ନିର୍ମାଣ କେବେ?
ବିଞ୍ଝାରପୁର,୨୧.୬ (ନି.ପ୍ର): ବିଞ୍ଝାରପୁର ବ୍ଲକ ତଥା ଆଳି ଜଳସମ୍ପଦ ବିଭଗ ଅଧିନସ୍ତ କାଣି ନାଳ ପୂନ୍ନରୁଦ୍ଧାର ଏବେ ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ରଣପୁର ପଂଚାୟତ କଣିପୁର ଗ୍ରାମର ଗେଟିଏ ସାହିକୁ ବାହ୍ୟ ଜଗତରୁ ବିଚ୍ଛିହ୍ନ କରିବ । ଗମନା ଗମନ, ଶିକ୍ଷା, ସ୍ୱାସ୍ଥ୍ୟ ଭଳି ବହୁ ଗୁରୁତ୍ୱ!-->…