କିଡିନି ରୋଗ ଚିକିତ୍ସାରେ ଅର୍ଥ ସାଜିଛି ବାଧକ

ଯାଜପୁର ତା ୧୭/୦୬ (ନି.ପ୍ର) : ଗରିବ ଅସହାୟକଙ୍କ ପାଇଁ ସରକାର ବିଭିନ୍ନ ଯୋଜନା କରୁଛନ୍ତି । ଯୋଜନାର ସଫଳ ରୂପାୟନ ପାଇଁ କୋଟି କୋଟି ଅର୍ଥ ବୟ ବରାଦ ହେଉଛି । ହେଲେ ଉପଯୁକ୍ତ ହିତାଧିକାରୀଙ୍କୁ ମିଳୁନି ସହାୟତା । ଏପରି ଦେଖିବାକୁ ମିଳିଛି ଯାଜପୁର ଜିଲ୍ଳା ଦଶରଥପୁର ବ୍ଲକ ଚିତାଳୋ

ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ମକ୍ ଡ୍ରିଲ

ରାୟଗଡା, ୨୦.୬ (ନି.ପ୍ର): ପ୍ରାକୃତିକ ବିପର୍ଯ୍ୟୟ ସମୟରେ କିପରି ବିପର୍ଯ୍ୟୟକୁ ମୁକାବିଲା କରାଯାଇ ପାରିବ ସେ ନେଇ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ମକ୍ ଡ୍ରିଲ କାର୍ଯ୍ୟକ୍ରମ ଜିସିଡି ହାଇସ୍କୁଲ ପଡିଆ ଠାରେ ଅନୁଷ୍ଠୀତ ହୋଇଥିଲା । ପ୍ରାକୃତିକ

ଏଡିଏମଙ୍କ କୋଭିଡ ହସ୍ପିଟାଲ ପରିଦର୍ଶନ

ରାୟଗଡା, ୨୦.୬ (ନି.ପ୍ର): ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ପଣ୍ଡା ଜେକେପୁର ଇ.ଏସ.ଆଇ ହସ୍ପିଟାଲ ପରିସରରେ ଥିବା କୋଭିଡ କେୟାର ସେଂଟର ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଥିଲେ । କୋରନା ରୋଗୀଙ୍କ ପାଇଁ କୋଭିଡ କେୟାର ସେଂଟରରେ ୧୦୦ ଶଯ୍ୟା ବେଡ ପ୍ରସ୍ତୁତ ଥିବା ବେଳେ ୧୧ଟି ଆଇସିୟୁ

କରୋନା ମୁୁକାବିଲା ପାଇଁ ୭୫୦ ନିୟୁତ ଡଲାରର ଚୁକ୍ତି ସ୍ୱାକ୍ଷରିତ

ନୂଆଦିଲ୍ଲୀ, ୨୦ .୬ (ଏଜେନି୍ସ): ଭାରତ ସରକାର ଏବଂ ଏସିଆନ ଭିତିଭୂମି ବିକାଶ ବ୍ୟାଙ୍କ (ଏଆଇଆଇବି) ମଧ୍ୟରେ ୭୫୦ ନିୟୁତ ମିଲିୟନ ଆମେରିକୀୟ ଡଲାରର ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଯାଇଛି । “କୋଭିଡ-୧୯ ସକ୍ରିୟ ମୁକାବିଲା ଏବଂ ବ୍ୟୟ ସହାୟତା କାର୍ଯ୍ୟକ୍ରମ” ନାମକ ଏହି ଚୁକ୍ତିରେ ମିଳିବାକୁ ଥିବା

ମୁମ୍ବାଇ ଆକ୍ରମଣର ମୁଖ୍ୟ ଅଭିଯୁକ୍ତ ଗିରଫ

ୱାଶିଂଟନ,୨୦.୬ (ଏଜେନ୍ସି): ମୁମ୍ବାଇ ୨୬/୧୧ ଆକ୍ରମଣର ମୁଖ୍ୟ ଅଭିଯୁକ୍ତ ତଥା ପାକିସ୍ତାନୀ ଆତଙ୍କବାଦୀ ତହୱୁର ହୁସେନ ରାଣା ଆମେରିକାରେ ଗିରଫ ହୋଇଛି । ଆମେରିକା ପୁଲିସ ଲସଆଞ୍ଜେଲ୍ସରୁ ତହୱୁରକୁ ଗିରଫ କରିଛି । ସେ ଦୁଇ ଦିନ ତଳେ ଆମେରିକାର ଏକ ଜେଲରୁ ମୁକୁଳିଥିଲା । କିନ୍ତୁ ତହୱୁରକୁ

ଗାଟିଏ ଦିନରେ ସର୍ବାଧିକ ୨୩୭ ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର- ଗୋଟିଏ ଦିନରେ ସର୍ବାଧିକ ୧୩୭ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କଟକରୁ ୭୦, ଖୋର୍ଦ୍ଧା ୫୪, ଜଗତସିଂହପୁର ୨୦, କନ୍ଧମାଳ ୧୯, ଗଞ୍ଜାମ ୧୭, ଭଦ୍ରକ ଓ ମୟୂରଭଞ୍ଜ ୯ଜଣ ଲେଖାଏଁ, କେନ୍ଦୁଝର ୮, ଢେଙ୍କାନାଳ ଓ ପୁରୀରୁ ୭ ଜଣ ଲେଖାଏଁ, କେନ୍ଦ୍ରାପଡା ଓ ନୟାଗଡରୁ ୪ଲେଖାଏଁ,

ଭିଜିଲାନ୍ସ ହାତରେ ଲାଂଚୁଆ ଜେଇ

କେନ୍ଦୁଝର: ଭିଜିଲାନ୍ସ ହାତରେ ଧରାପଡିଲେ ଲାଂଚୁଆ ଜେଇ । ପୁରୁଣା କାମର ବିଲ୍ ପାଇଁ ୬ ହଜାର ନୂଆ କାମ ଠିକା ଦେବା ପାଇଁ ୫ ହଜାର ଏହିପରି ମୋଟ ୧୧ ହଜାର ଟଙ୍କା ଲାଂଚ ନେବା ବେଳେ କେନ୍ଦୁଝର ସଦର ବ୍ଲକ୍ କନିଷ୍ଟ ଯନ୍ତ୍ରୀ ପ୍ରମୋଦ ପଣ୍ଡାଙ୍କୁ ଧରିଛନ୍ତି ଭିଜିଲାନ୍ସ ।