ଖାମଖିଆଲି : ଚାଲିଗଲା ରୋଗୀଙ୍କ ଜୀବନ

କୋଟା : ଅସାବଧାନତା ପାଇଁ ଚାଲିଗଲା ୪୦ ବର୍ଷୀୟ ବ୍ୟକ୍ତିଙ୍କ ଜୀବନ । କରୋନାରେ ସଂକ୍ରମିତ ଆଶଙ୍କା କରି ରୋଗୀଙ୍କୁ ଏକ ସରକାରୀ ହସ୍ପିଟାଲରେ ଆଇସିୟୁରେ ଭର୍ତି କରାଯାଇଥିଲା । ରିପୋର୍ଟ ନେଗଟିଭ ଆସିବାରୁ ଜୁନ ୧୫ରେ ଆଇସୋଲେସନ ୱାର୍ଡ କୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଅତ୍ୟଧିକ

ସୀମାରେ ସଶସ୍ତ୍ର ପାକ୍‌ ଡ୍ରୋନକୁ ଖସାଇଲା ଭାରତୀୟ ସେନା

ଜାମ୍ମୁ: ପାକିସ୍ତାନ ଷଡ଼ଯନ୍ତ୍ର ବିଫଳ । ପାକ୍ ପଠାଯାଇଥିବା ଏକ ସଶସ୍ତ୍ର ଡ୍ରୋନକୁ ସେନା ଗୁଳିକରି ଖସାଇ ଦେଇଛି ଭାରତୀୟ ସେନା । ଡ୍ରୋନ ସୀମାରେଖାଠାରୁ ୨୫୦ ମିଟର ଭିତରେ ଉଡୁଥିଲା। ଯବାନମାନେ ଏହା ଦେଖିବା ପରେ ତାହାକୁ ଗୁଳିକରି ଖସାଇ ଦେଇଥିଲେ। ଡ୍ରୋନଟିରେ ଅସ୍ତ୍ରଶସ୍ତ୍ର

ରାଜ୍ୟସଭା ନିର୍ବାଚନ ଫଳାଫଳ

ନୂଆଦିଲ୍ଲୀ : ଦେଶର ୮ଟି ରାଜ୍ୟର ୧୯ଟି ରାଜ୍ୟସଭା ଆସନ ପାଇଁ ମତଦାନ ପରେ ଫଳାଫଳ ଆସିବା ଆରମ୍ଭ ହୋଇଛି । ୱାଇଏସଆର କଂଗ୍ରେସ ଦଳ ଆନ୍ଧ୍ରପ୍ରଦେଶର ସମସ୍ତ ଚାରିଟି ଆସନ ଜିତିଛି । ଏଥି ସହ ମଧ୍ୟପ୍ରଦେଶରେ ବିଜେପି ଦୁଇଟି ଏବଂ କଂଗ୍ରେସ ଗୋଟିଏ ଆସନରେ ବିଜୟୀ ହୋଇଛି । ରାଜସ୍ଥାନରେ କଂଗ୍ରେସ

ରାଜଧାନୀରେ ୩ହଜାରକୁ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ : ଜାତୀୟ ରାଜଧାନୀ ଦିଲ୍ଲୀରେ ୨୪ ଘଂଟା ମଧ୍ୟରେ ୩ ହଜାର ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ମହାରାଷ୍ଟ୍ର ଠାରୁ ଦିଲ୍ଲୀର ସ୍ଥିତି ଏବେ ସଂଙ୍କଟାପର୍ଣ୍ଣ । ରାଜ୍ୟରେ ରୋଗୀଙ୍କ ସଂଖ୍ୟା ୫୦,୧୧୬ କୁ ବୃଦ୍ଧି ପାଇଛି । ୨୯,୫୬୯ ଜଣ ସୁସ୍ଥ ହୋଇଥିବାବେଳେ ବିଭିନ୍ନ ହସ୍ପିଟାଲ ଓ

ଚୀନ ସାମଗ୍ରୀ ବର୍ଜନ ଆହ୍ୱାନ

ନୂଆଦିଲ୍ଲୀ : ଚୀନ ସୈନ୍ୟ ସୀମାନ୍ତରେ ଭାରତୀୟ ଯବାନଙ୍କ ଉପରେ ଆକ୍ରମଣକରି ଲହୁଲୁହାଣ କରିବା ଏବଂ ୨୦ଜଣ ଭାରତୀୟ ଯବାନ ପ୍ରାଣବଳି ଦେବାପରେ ଏବେ ଦେଶରେ ଚୀନକୁ ନେଇ ଦୃଢ଼ ନକରାତ୍ମକ ମନୋଭାବ ବଢ଼ିବାରେ ଲାଗିଛି। ଦେଶର ବିଭିନ୍ନ ପ୍ରାନ୍ତରେ ଜନସାଧାରଣ ଚୀନ ନିର୍ମିତ ସାମଗ୍ରୀ ପୋଡ଼ିଥିବାବେଳେ

ଘର ଭିତରୁ ୬ ମୃତଦେହ ଉଦ୍ଧାର

ଅହମଦାବାଦ,୧୯.୬ (ଏଜେନ୍ସି) : ଗୁଜୁରାଟର ଅହମଦାବାଦରେ ଏକ ଅଭାବନୀୟ ଓ ଦୁଃଖଦ ଘଟଣା ଘଟଛି । ସହରର ବନବା ଅଂଚଳରେ ଗୋଟିଏ ପରିବାରର ୬ ଜଣଙ୍କ ମୃତଦେହ ଉଦ୍ଧାରି କରଯାଇଛି । ମୃତକ ହେଲେ ୨ ଭାଇ ଓ ତାଙ୍କର ୪ ପିଲା । ସେମାନଙ୍କ ମୃତଦେହ ତାଙ୍କ ନିଜ ବାସଭବନରୁ ଜବତ ହୋଇଛି ।

ମନ୍ଦିର ଭିତରେ ହେବ ବିଧିରକ୍ଷା

ପୁୁରୀ,୧୯.୬(ନି.ପ୍ର.): କରୋନା ଭୂତାଣୁ ସଂକ୍ରମଣ ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ବନ୍ଦ ପାଇଁ ସୁପ୍ରିମକୋର୍ଟ ରାୟକୁ ଦୃଷ୍ଟିରେ ରଖି ମନ୍ଦିର ଭିତରେ ପରମ୍ପରା ଓ ଶାସ୍ତ୍ର ସମ୍ମତ ବ୍ୟବସ୍ଥା ସ୍ଥିର ପାଇଁ ଶ୍ରୀମନ୍ଦିର ପରିଚାଳନା କମିଟି ନିଷ୍ପିତି ଗ୍ରହଣ

ସୁପ୍ରିମକୋର୍ଟଙ୍କରାୟକୁ ଶଙ୍କରାଚାର୍ଯ୍ୟଙ୍କ ସ୍ୱାଗତ

ପୁରୀ ରଥଯାତ୍ରା ବନ୍ଦ କରିବା ନେଇ ସୁପ୍ରିମକୋର୍ଟଙ୍କ ରାୟ ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇ ପୁରୀ ଗୋବର୍ଦ୍ଧନ ପୀଠର ଶଙ୍କରାଚର୍ଯ୍ୟ ସ୍ୱାମୀ ନିଶ୍ଚଳାନ୍ଦ ସରସ୍ୱତୀ ବିଭୀଷିକା ସମୟରେ ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ସୁପ୍ରିମକୋର୍ଟଙ୍କ ରାୟ ସ୍ୱାଗତଯୋଗ୍ୟ ବୋଲି କହିଛନ୍ତି । ତଥାପି

ଷ୍ଟେଟ ବ୍ୟାଙ୍କ କର୍ମଚାରୀ ସଂଘ ସାଧାରଣ ସମ୍ପାଦକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ଭୁବନେଶ୍ୱର,୧୯.୬ (ନି.ପ୍ର.) : ଭାରତୀୟ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖା ତରଫରୁ ଭାରତୀୟ ଷ୍ଟେଟ ବ୍ୟାଙ୍କର କର୍ମଚାରୀ ସଂଘର ସାଧାରଣ । ଦକ ଭୁବନେଶ୍ୱର ମଣ୍ଡଳ ଶ୍ରୀ ଶିବ ପ୍ରସାଦ ବେହେରାଙ୍କ ବିଦାୟ କାଳୀନ ମ୍ବର୍ଦ୍ଧନା ଅନୁଷ୍ଠିତ ହୋଇଯାଇଛ । ଏହି ସଭାରେ କମ୍ରେଡ ଅନିଲ କୁମାର ପ୍ରଧାନ,