ଦବିଲା ଗହୀରାପାଳ ବିଜୁ ସେତୁ ସଂଯୋଗୀ କରଣ ରାସ୍ତା

ଯାଜପୁର, ୧୯.୬ (ନି.ପ୍ର) : ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଜନସାଧାଣଙ୍କ ଗମନାଗମନ ଓ ପରିବହନର ସୁବିଧା ପାଇଁ ନୂତନ ରାସ୍ତା ନିର୍ମାଣ, ରାସ୍ତା ପ୍ରଶ୍ୱସ୍ତିକରଣ କାର୍ଯ୍ୟ କରୁଛନ୍ତି । ଜନସାଧାରଣଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଭିନ୍ନ ନଦୀ ନାଳ ଉପରେ ନୂତନ ସେତୁ ନିର୍ମାଣ ପାଇଁ କୋଟି

କ୍ୱରେଂଟାଇନରେ ଅବ୍ୟବସ୍ଥା!

ବିଞ୍ଝାରପୁର,୧୯.୬(ନି.ପ୍ର): ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ସିଂହପୁର ସ୍ଥିତ ଖରସ୍ରୋତା ମହବିଦ୍ୟଳୟ କ୍ୱରେଂଟାଇନ ସେଣ୍ଟରରେ ବ୍ୟବପ ବ୍ୟବସ୍ଥା ପରିଲିକ୍ଷିତ ହୋଇଛି । ଏଥିନେଇ କ୍ୱରେଂଟାଇନରେ ଥିବ ଅନ୍ତେବସୀ ପ୍ରଶସନକୁ ବଗତ କରିଥିଲେ ମଧ୍ୟ ପ୍ରଶସନ ପକ୍ଷରୁ କୈଣସି ପଦକ୍ଷେପ ଗ୍ରହଣ

ସାନକେରକୋ ସଟଡାଉନ

ବାରିପଦା,୧୯.୬ (ନି.ପ୍ର.): ବାରିପଦା ରୁ ଉଦଳା ଯିବା ମୁଖ୍ୟ ରାସ୍ତା କଡରେ ବଡସାହି ବ୍ଲକ ଅନ୍ତର୍ଗତ ସାନକେରକୋ ଗ୍ରାମପଂଚାୟତ ରେ ଜଣେ କରୋନା ପଜିଟିଭ ବାହାରିବା ପରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସାନକେରକୋ ଅଂଚଳକୁ ସଟଡାଉନ ଘୋଷଣା କରାଯାଇଛି । ଫଳସ୍ୱରୁପ ସେଠାରେ ସମସ୍ତ ଦୋକାନ ବଜାର

ବୌଦ୍ଧବାସୀଙ୍କ ତରଫରୁ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି

ବୌଦ୍ଧ,୧୯.୬ (ନି.ପ୍ର.): ଚୀନ ଓ ଭାରତ ସୀମାରେ ଦୀର୍ଘ ଦୀନରୁ ଲାଗିରହିଥିବା ସୀମା ବିବାଦରେ ଦୁଇ ଦେଶର ଯବାନ ମାନଙ୍କ ମଧ୍ୟରେ ଧସ୍ତାଧସ୍ତିର ଉଗ୍ର ରୁପ ନେଇ ଗତ ୧୫ତାରିଖ ଦିନ କୋଡିଏ ଜଣ ଭାରତୀୟ ଯବାନ ଶହୀଦ ହୋଇଛନ୍ତି । ଭାରତ ମାଟିର ଏହି ବୀର ଯବାନ ମାନଙ୍କ ଅମର ଆତ୍ମାର ବୀର ଗତି

ଯୁବକଙ୍କ ମୃତଦେହ ଉଦ୍ଧାର

ଯାଜପୁର,୧୯.୬ (ନି.ପ୍ର) : ମଙ୍ଗଳପୁର ଥାନା ତଥା ଦଶରଥପୁର ବ୍ଲକ ଅଧିନ ଥାଲକୁଡି ପଂଚାୟତ କସବା ଗ୍ରାମ ବାଙ୍କବଗିଚା ନାଳରୁ ସୋମବାର ସକାଳେ ମଙ୍ଗଳପୁର ପୁଲିସ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି ମୃତ ଯୁବକ ମଙ୍ଗଳପୁର ପଂଚାୟତ କାଳନ୍ଦୀ ଧଳଙ୍କ ସାନପୁଅ ପଦ୍ମଲୋଚନ ଧଳ (୩୨) ବୋଲି ଜଣା

ରାଜ୍ୟପାଳଙ୍କୁ ହସ୍ତତନ୍ତ କପଡ଼ା ମାସ୍କ ପ୍ରଦାନ

ଭୁବନେଶ୍ୱର,୧୯.୬ (ନି.ପ୍ର.) :ବୟନିକାର ବୋର୍ଡ ଅଫ ଡ଼ାଇରେକ୍ଟରସ ସଦସ୍ୟ ତଥା ରାଜ୍ୟ ପୁରସ୍କାର ପ୍ରାପ୍ତ ବୁଣାକାର ସଂଜୟ କୁମାର ମେହେରେ ରାଜଭବନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ସାକ୍ଷାତ କରି ହସ୍ତତନ୍ତ କପଡ଼ାରେ ତିଆରି ମାସ୍କ ପ୍ରଦାନ କରିଛନ୍ତି । ସେ ଇତି ମଧ୍ୟରେ ପ୍ରାୟ ୧୦

ବାଙ୍କୀ-ଡମପଡା ଅଧ୍ୟକ୍ଷ ନିର୍ବାଚନ ବିଜେଡି ସମଥିିତ ପ୍ରାର୍ଥୀ ବିଜୟୀ

ବାଙ୍କୀ୧୯.୬ (ନି.ପ୍ର.) : କଟକ ଜିଲ୍ଲା ବାଙ୍କୀ - ଡମପଡା ବ୍ଲକରେ ଆଜି ଅଧ୍ୟକ୍ଷ ଆସନ ପାଇ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ବିଜେଡି ସମର୍ଥିତ ପ୍ରାର୍ଥି ସୁର୍ଯ୍ୟନାରାୟଣ ପାତ୍ର ବିଜୟୀ ହୋଇଛନ୍ତି । ପୂର୍ବରୁ ଏହି ବ୍ଲକରେ ଅଧ୍ୟକ୍ଷ ଭାବରେ ହେିଥିବା ଶଶାଙ୍କ ଶେଖର ସ୍ୱାଇଁଙ୍କୁ

ବାଣିଜ୍ୟିକ ଖନନ ପାଇଁ କୋଇଲା ଖଣି ନିଲାମୀ ଆରମ୍ଭ

ନୂଆଦିଲ୍ଲୀ, ୧୯.୬ (ଏଜେନ୍ସି): ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସ ଜରିଆରେ ବାଣିଜ୍ୟିକ ଖନନ ଲାଗି ୪୧ଟି କୋଇଲା ଖଣି ନିଲାମୀ ପ୍ରକ୍ରିୟାର ଶୁଭାରମ୍ଭ କରିଛନ୍ତି । ‘ଆତ୍ମନିର୍ଭର ଭାରତ ଅଭିଯାନ’ ଅନ୍ତର୍ଗତ ଭାରତ ସରକାରଙ୍କ ପକ୍ଷରୁ କରାଯାଇଥିବା

ପେଟ୍ରୋଲ ବଢ଼ିଲାଣି ୬.୫୧ ଟଙ୍କା

ନୁଆଦିଲ୍ଳୀ,୧୯.୬ (ଏଜେନ୍ସି): ଦେଶରେ ତୈଳ ଦର ଥମିବାର ନାଁ ଧରୁନାହିଁ । କ୍ରମାଗତ ୧୩ ଦିନ ହେଲା ନିୟମିତ ଭାବେ ଉଭୟ ପେଟ୍ରୋଲ ଓ ଡିଜେଲ ଦର ମହଙ୍ଗା ହେବାରେ ଲାଗିଛି । ୧୩ ଦିନରେ ପେଟ୍ରୋଲ ଦର ୬.୫୧ ଟଙ୍କା ଓ ଡିଜେଲ ଦର ୭.୦୭ ଟଙ୍କା ମହଙ୍ଗା ହେଲାଣି ଆଜି ପେଟ୍ରୋଲର ଲିଟର ପିଛା ଦର ୫୬

କାଶ୍ମୀରରେ ୮ ଆତଙ୍କୀ ନିହତ

ଜାମ୍ମୁ, ୧୯.୬ (ଏଜେନ୍ସ): ଜାମ୍ମୁ-କାଶ୍ମୀରର ସୋପିଆନ ଏବଂ ଅବନ୍ତିପୁରା ଅଞ୍ଚଳରେ ଘଟିଥିବା ଦୁଇଟି ପୃଥକ ଏନକାଉଂଟରରେ ଭାରତୀୟ ସେନାକୁ ବଡ ସଫଳତା ମିଳିଛି । ଏହି ୨ଟି ଏନକାଉଂଟରରେ ୮ଆତଙ୍କବାଦୀ ନିହତ ହୋଇଥିବା ସୁଚନା ମିଳିଛି । ସୋପିଆନ ଜିଲ୍ଲାର ମୁନାନ୍ଦ ଅଞ୍ଚଳରେ ଯବାନଙ୍କ ସହିତ