ଦଶମ ଓ ଦ୍ୱାଦଶ ଶ୍ରେଣୀରେ କ୍ଲାସ୍‌ରୁମ୍ ପାଠପଢ଼ା ଆରମ୍ଭ

ଭୁବନେଶ୍ୱର: ମହାମାରୀ କରୋନା ଯୋଗୁଁ ଦିର୍ଘ ଦେଢବର୍ଷ ଧରି ରାଜ୍ୟରେ ସ୍କୁଲ କଲେଜ୍ ଗୁଡିକ ବନ୍ଦ ରହିଥିଲା ବେଳେ ଆଜି ଦଶମ ଓ ଦ୍ୱାଦଶ ଶ୍ରେଣୀ ଖୋଲିବା ସହ ଛାତ୍ରଛାତ୍ରୀଙ୍କ କ୍ଲାସ୍‌ରୁମ୍ ପାଠପଢ଼ା ଆରମ୍ଭ ହୋଇଛି । ସକାଳ ୧୦ଟାରୁ କ୍ଲାସ୍ ଆରମ୍ଭ ହୋଇଥିଲା ବେଳେ ପ୍ରଥମଦିନ ଏକ ଘଣ୍ଟା

ଇସ୍ତଫା ଦେଲେ ୟେଦ୍ୟୁରପ୍ପା

ବେଙ୍ଗାଲୁରୁ : ସମସ୍ତ କଳ୍ପନା ଜଳ୍ପନାର ଅବସାନ ଘଟାଇ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଶ୍ରୀ ବି.ଏସ୍ ୟେଦ୍ୟୁରପ୍ପା ଆଜି ଇସ୍ତପା ଦେଇଛନ୍ତି । ସେ ରାଜଭବନରେ ରାଜ୍ୟପାଳ ଥୱାରଚାନ୍ଦ ଗେହଲଟ୍‌ଙ୍କୁ ଭେଟି ନିଜର ଇସ୍ତଫା ପ୍ରଦାନ କରିଛନ୍ତି । କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ ଚଳିତ ପାଳିରେ

ଏଣିକି ପୁରୀରେ ମିଳିବ ବିଶୁଦ୍ଧ ଟ୍ୟାପ୍ ଜଳ

ଭୁବନେଶ୍ୱର: ଶ୍ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନ ସ୍ତରିୟ ପର୍ଯ୍ୟଟନ ସ୍ଥଳିରେ ପରିଣତ କରିବାପାଇଁ ଆଜି ଦେଶର ପ୍ରଥମ ସହରଭାବେ ପୁରୀରେ ଡ୍ରିଙ୍କ ଫ୍ରର୍ମ ଟ୍ୟାପ’ପ୍ରକଳ୍ପର ଶୁଭାରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ‘ଡ୍ରିଙ୍କ ଫ୍ରର୍ମ ଟ୍ୟାପ୍‌୍‌’ପ୍ରକଳ୍ପକୁ

ଆଇଏସ୍‌ଆଇ ମାର୍କା ହେଲ୍‌ମେଟ ପିନ୍ଧିବା ନେଇ ସଚେତନତା

ଭୁବନେଶ୍ୱର: ଆଇଏସ୍‌ଆଇ ମାର୍କା ହେଲ୍‌ମେଟ୍ ବ୍ୟବହାର କରିବା ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । କମନ୍ ଆକ୍ସନ୍ ଫର୍ ରୋଡ୍ ସେଫ୍‌ଟି ଓ କମିସନରେଟ୍ ପୁଲିସର ମିଳିତ ସହଯୋଗରେ ଆଜି ବାଣୀବିହାର ଓଭରବ୍ରିଜ୍ ତଳେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଟ୍ରାଫିକ୍

ସରକାରଙ୍କ ଉପରେ ପ୍ରିଣ୍ଟ ମିଡିଆର ବାକି ପଡ଼ିଛି ୧୪୭ କୋଟି

ନୂଆଦିଲ୍ଲୀ : ଦେଶର ପ୍ରିଣ୍ଟ ମିଡିଆକୁ ସରକାର ୧୪୭ କୋଟି ଟଙ୍କାର ବକେୟା ଦେବେ । ଆରଟିଆଇ ତଥ୍ୟ ଜରିଆରେ ଏହି ସୂଚନା ମିିଳିଛି । ଏହି ବକେୟା ବିଲ୍ ୨୦୦୪ ମସିହାରୁ ରହିଥିବା ଜଣେ ଆଇନ୍ ଛାତ୍ର ଅଙ୍କିତ ଗୌରବ ଆରଟିଆଇ ଜରିଆରେ ଜାଣିବାକୁ ପାଇଛନ୍ତି । ମୀରଟ ବିଶ୍ୱବିଦ୍ୟାଳୟର ପ୍ରଥମ ବର୍ଷର

ଆଜି ଖୋଲିବ ଦଶମ, ଦ୍ୱାଦଶ ଶ୍ରେଣୀ

ଭୁବନେଶ୍ୱର: ମହାମାରୀ କରୋନା ପ୍ରଭାବରେ ଦିର୍ଘ ମାସ ମାସ ଧରି ବନ୍ଦ ରହିଥିବା ଦଶମ ଓ ଦ୍ୱାଦଶ ଶ୍ରେଣୀ ଆସନ୍ତା କାଲି ଖୋଲିବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଏବଂ ଶ୍ରେଣୀ କକ୍ଷ ଗୁଡିକରେ ବିଷୋଧନ କାର୍ଯ୍ୟ ମଧ୍ୟ ସମ୍ପୃନ୍ନ ହୋଇଛି ବୋଲି ସ୍କୁଲ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ

କାର୍ଗିଲ୍ ଯୁଦ୍ଧ ଆମ ସୌର୍ଯ୍ୟର ସଙ୍କେତ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: କାର୍ଗିଲ୍ ଯୁଦ୍ଧ ଆମ ସଶସ୍ତ୍ର ବଳର ଶେର୍ଯ୍ୟର ସଙ୍କେତ ବୋଲି ଆଜି ମାସିକ ବେତାର କାର୍ଯ୍ୟକ୍ରମ ‘ମନ୍‌କି ବାତ୍‌’ର ୭୯ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି । ପ୍ରଧାନମନ୍ତ୍ରୀ କହିଲେ, ଆଗାମୀକାଲି, ଜୁଲାଇ ୨୬ ତାରିଖ । ଆମ ଦେଶ କାର୍ଗିଲ୍ ବିଜୟ ଦିବସ ପାଳନ କରିବ ।

ବିଦ୍ୟାଭାରତୀ ରହୁଥିବା ହଷ୍ଟେଲ ରୁମ୍ ସିଲ୍‌

ବଲାଙ୍ଗିର: ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ତ୍‌ାଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ଅଧ୍ୟୟନ କରିଥିବା ବଲାଙ୍ଗିର ଲର୍କିପାର୍ଲି ସ୍ଥିତ ଏଲଆଇ ଟ୍ରେନିଂ ସେଣ୍ଟରରେ ପୋଲିସର ତଦନ୍ତ ଅରମ୍ଭ କରିଛି । ଟ୍ରେନିଂ ସେଣ୍ଟରର ନିର୍ଦ୍ଦେଶକଙ୍କ ସମେତ ଜୁନିୟର

ରାଜ୍ୟରେ ସ୍ଥିର ଅବସ୍ଥାରେ ସଂକ୍ରମଣ ଓ ମୃତ୍ୟୁ

ଭୁବନେଶ୍ୱର: ମହାମାରୀ କରୋନା ପ୍ରଭାବରେ ରାଜ୍ୟରେ ଆଜି ପୁଣି ୧, ୮୩୩ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲା ବେଳେ ୬୭ଜଣଙ୍କର ମୃତ୍ୟୁ ଘଟିଛି । ଗତ କିଛି ଦିନ ଧରି ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨ହଜାରୁ ସାମାନ୍ୟ କମ୍ ରହିଥିବା ବେଳେ ମୃତ୍ୟୁ ସଂଖ୍ୟା କିନ୍ତୁ ୬୦ଉପରେ ରହିଛି । ରାଜ୍ୟରେ

ପୋଖରୀରେ ଦୁଇ ଭଉଣୀଙ୍କ ମୃତ୍ୟୁ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାର ସଦର ବ୍ଲକ ଅନ୍ତର୍ଗତ ଚକଛୁନିଆ ଗ୍ରାମରେ ପୋଖରୀରେ ବୁଡି ଦୁଇ ଭଉଣୀଙ୍କ ସଲିଳ ସମାଧି ଘଟିଛି । ସେମାନେ ପୋଖରୀକୁ ଗାଧେଇବାକୁ ଯାଇଥିଲା ବେଳେ ଅସାବଧାନତା ହେତୁ ବୁଡି ଯାଇଥିବା କୁହାଯାଇଛି । ସେମାନଙ୍କ ବୟସ ୯ଓ ୧୦ ବର୍ଷ । ଏହି ଘଟଣାରେ ଗ୍ରାମରେ ଶୋକ