ରଜରେ ଭିଜୁଛି ଓଡ଼ିଶା; ଆଗାମୀ ୪ ଦିନ ବର୍ଷା ସମ୍ଭାବନା

ଭୁବନେଶ୍ୱର,୧୪ ।୦୬(ନି.ପ୍ର.): ସାରା ରାଜ୍ୟକୁ ମୌସୁମୀ ବାୟୁ ଛୁଇଁସାରିଛି । ଶନିବାର ମଧ୍ୟାହ୍ନ ସୁଦ୍ଧା ସମଗ୍ର ରାଜ୍ୟରେ ମୌସୁମୀ ବାୟୁ ସକ୍ରିୟ ହେବା ସହ ବର୍ଷା ଆରମ୍ଭ ହୋଇଛି । ମୌସୁମୀ ବାୟୁର ପ୍ରଭାବ ଯୋଗୁ ୨୪ ଘଂଟାରେ ସ୍ଥାନେ ସ୍ଥାନେ ବର୍ଷା ହୋଇପାରେ । ଏହାବ୍ୟତୀତ ଆଗାମୀ ୪ ଦିନ

ଭୁବନେଶ୍ୱର ପହଂଚିଲେ ବିଜୟ ମହାନ୍ତି

ଭୁବନେଶ୍ୱର,୧୪ ।୦୬(ନି.ପ୍ର.): ଭୁବନେଶ୍ୱରରେ ପହଂଚିଲେ ଓଲିଉଡର ଖ୍ୟାତନାମା ଅଭିନେତା ବିଜୟ ମହାନ୍ତି । ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ହାଇଦ୍ରାବାଦରୁ ଆସି ଆଜି ଭୁବନେଶ୍ୱରରେ ସେ ପହଂଚିଛନ୍ତି । ତେବେ ରାଜଧାନୀରେ ପହଂଚିବା ପରେ ତାଙ୍କୁ ଏକ ଘରୋଇ ଡାକ୍ତରଖାନାକୁ ଚିକିତ୍ସା ନିମନ୍ତେ

ସ୍ୱାଦଶକ୍ତି ଲୋପ କରୋନା ଲକ୍ଷଣ!

ଭୁବନେଶ୍ୱର,୧୪ ।୦୬(ନି.ପ୍ର.): ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ କୋଭିଡ-୧୯ ପାଇଁ କ୍ଲିନିକାଲ୍ ମ୍ୟାନେଜମେଂଟ ନିୟମାବଳୀ ଜାରି କରିଛି । କୋଭିଡ-୧୯ ସଂକ୍ରମିତ ମାନଙ୍କ ଲକ୍ଷଣ ମଧ୍ୟରେ ସ୍ୱାଦଶକ୍ତି ଓ ଘ୍ରାଣ ଶକ୍ତି ଲୋପ ପାଇଯିବାକୁ ଅନ୍ତର୍ଭୁକ୍ତ କରାଯାଇଛି । ସ୍ୱାସ୍ଥ୍ୟ

ରଥ ଅଡ଼ୁଆ ବଢ଼ୁଛି : ସୁପ୍ରିମକୋର୍ଟରେ ମାମଲା ମେସିନ୍ କିମ୍ବା ହାତୀ ଲଗାଇ ଟାଣିପାର : ହାଇକୋର୍ଟ

ଭୁବନେଶ୍ୱର,୧୪ ।୦୬(ନି.ପ୍ର.): ରଥଯାତ୍ରା ବନ୍ଦ ପ୍ରସଙ୍ଗ ଏବେ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଗଲାଣି । ଓଡ଼ିଶା ବିକାଶ ପରିଷଦର ସଭାପତି ସୁଶାନ୍ତ କୁମାର ପାଢ଼ୀ ଆଇନଜୀବୀ ରଞ୍ଜିତା ରୋହତଗୀଙ୍କ ଜରିଆରେ ସର୍ବୋଚ୍ଚ ନ୍ୟାୟାଳୟରେ ଏଥିନେଇ ଆବେଦନ କରିଛନ୍ତି । ଏହି ଆବେଦନ ସୁପ୍ରିମକୋର୍ଟରେ

ଗଞ୍ଜାମରେ ଜୁନ ୩୦ ପର୍ଯ୍ୟନ୍ତ କଟକଣା ଲଗାଇଲେ ଜିଲ୍ଲାପାଳ ଦିନ ୧୨ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ସଟ୍ଡାଉନ୍

ଭୁବନେଶ୍ୱର,୧୪ ।୦୬(ନି.ପ୍ର.): ଗଞ୍ଜାମରେ ବଢ଼ିଲା କରୋନା କଟକଣା । ବଢ଼ୁଥିବା କରୋନାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନେଇଛନ୍ତି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ । ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦେଇ କୁହାଯାଇଛି ଯେ, ସକାଳ ୭ଟାରୁ ଦିନ ୧୨ଟା ଯାଏଁ ଜିଲ୍ଲାରେ ଦୋକାନ ବଜାର ଖୋଲା