ସପ୍ତାହକ ମଧ୍ୟରେ ପେଟ୍ରୋଲ ୩.୯୦ ଓ ଡିଜେଲ ୪ ଟଙ୍କା ବଢ଼ିଲା
ନୂଆଦିଲ୍ଲୀ,୧୩ ।୦୬(ଏଜେନ୍ସି): କ୍ରମାଗତ ସପ୍ତାହକ ପାଇଁ ପେଟ୍ରୋଲ ଲିଟର ପିଛା ୫୯ ପଇସା ଓ ଡିଜେଲ ଲିଟର ପିଛା ୫୮ ପଇସା ବୃଦ୍ଧି ପାଇଛି । ଫଳରେ ଗତ ୭ ଦିନ ମଧ୍ୟରେ ପେଟ୍ରୋଲ ଲିଟର ପିଛା ମୂଲ୍ୟ ୩.୯୦ ପଇସା ବୃଦ୍ଧି ପାଇଥିବା ବେଳେ ଡିଜେଲର ମୂଲ୍ୟ ୪ ଟଙ୍କା ବୃଦ୍ଧି ପାଇଛି । ଫଳରେ ରାଜଧାନୀ!-->…