୨୬ରେ ଖୋଲିବ ଦଶମ ଓ ଦ୍ୱାଦଶ

ଭୁବନେଶ୍ୱର: ପୁର୍ବାହ୍ନ ୧୦ଟାରୁ ୧.୩୦ ପର୍ଯ୍ୟନ୍ତ ପାଠପଢ଼ା ଅଗଷ୍ଟ ୧୬ ପରେ ନବମ ଖୋଲିବା ନିଷ୍ପତି ସେପ୍ଟେମ୍ବର ୧୫ରେ ଖୋଲିବ ଏକାଦଶ ୩୧ ତାରିଖ ସୁଦ୍ଧା +୨ ରେଜଲ୍ଟ ମାଟ୍ରିକ ପରୀକ୍ଷା ପାଇଁ ଫର୍ମପୁରଣ କରିଛନ୍ତି ମାତ୍ର ୦.୪% ପିଲା

ଏଣିକି ୧୦ ଦିନ ମଧ୍ୟରେ ମିଳିବ ଆବାସ ପ୍ରମାଣପତ୍ର

ଭୁବନେଶ୍ୱର: ରାଜ୍ୟରେ ଏଣିକି ସର୍ବାଧିକ ୧୦ ଦିନ ମଧ୍ୟରେ ଜନସାଧାରଣଙ୍କୁ ଆବାସ ପ୍ରମାଣ ପତ୍ର ମିଳିବ । ପୂର୍ବଭଳି ଆଉ ଦିନ ଦିନ ଧରି ଏଥିପାଇଁ ଅପେକ୍ଷା କରିବାକୁ ପଡିବ ନାହିଁ । ଜନସାଧାରଣଙ୍କ ସୁବିଧାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଭିନ୍ନ ଅତ୍ୟାବଶ୍ୟକ ସରକାରୀ ସେବା ପାଇଁ ସମୟ ସୀମା

ନୌସେନାରେ ସାମିଲ୍ ହେଲା ଏମ୍ଏଚ-୬୦ଆର

ନୂଆଦିଲ୍ଲୀ: ଦେଶର ନୌବାହିନିରେ ଆଜି ଏମ୍ଏଚ-୬୦ ଆର ଲଢ଼ୁଆ ହେଲିକାପ୍ଟର ସାମିଲ ହୋଇଛି । ଭାରତ-ଆମେରିକା ଚୁକ୍ତି ଅନୁଯାୟୀ ଆମେରିକା ଦୁଇଟି ଏମଏଚ-୬୦ଆର ହେଲିକପ୍ଟର ଭାରତର ନୌସେନାକୁ ହସ୍ତାନ୍ତର କରିଛି । ଏହି ହେଲିକପ୍ଟର ମଲ୍ଟି ଟାସ୍କ କାମ କରିପାରିବାର ଦକ୍ଷତା ରଖିଛି । ଭାରତ ଏହି

ସର୍ବାଧିକ ସଂକ୍ରମଣ ତାଲିକାରେ ଓଡ଼ିଶା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦେଶର ନିର୍ଦ୍ଧିଷ୍ଟ ୬ଟି ରାଜ୍ୟରେ ସଂକ୍ରମଣ ବଢ଼ୁଥିବା ନେଇ ସବୁ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିବା ପ୍ରକାଶ ଏହି ରାଜ୍ୟ ଗୁଡିକ ହେଲା ଓଡ଼ିଶା, ଆନ୍ଧ୍ର, କର୍ଣ୍ଣାଟକ, ତାମିଲନାଡୁ, କେରଳ ଓ ମହାରାଷ୍ଟ୍ର । ସେ ଉଲ୍ଲେଖ କରିଥିବା ପରିସଂଖ୍ୟାନ

ମନ୍ତ୍ରୀଙ୍କ ସହ ଆଲୋଚନା ପରେ ଗଡିବ ବସ୍

ଭୁବନେଶ୍ୱର: କରୋନା କଟକଣାକୁ କୋହଳ କରି ରାଜ୍ୟ ସରକାର ରାଜ୍ୟରେ ବସ୍ ଚଳାଚଳକୁ ଅନୁମତି ଦେଇଥିଲେ ମଧ୍ୟ ଆଜି ୧୦ଟି ଜିଲ୍ଲାରେ ବସ୍ ଚଳାଚଳ କରିନଥିବା ଜଣାଯାଇଛି । ମନ୍ତ୍ରୀଙ୍କ ସହ ଆଲୋଚନା ପରେ ବସ୍ ଚାଲିବ ବୋଲି ଘରୋଇ ବସ୍ ମାଳିକ୍ ସଂଘର ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି । ସୂଚନା

ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର:ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଏଥିଲାଗି ନିର୍ବାଚନ କମିସନ ଜିଲ୍ଲାପାଳମାନଙ୍କୁ ଭୋଟବାrର ତାଲିକା ମାଗିଥିବା ଜଣାଯାଇଛି । ଏନେଇ ଆଗାମୀ୨୬ ଜୁଲାଇ ସୁଦ୍ଧା ରିପୋର୍ଟ ଦେବାକୁ ନିଦେ୍ର୍ଧଶ ଦିଆଯାଇଛି । ଯଦି

ହାଇକୋର୍ଟ ଟେଲିଗ୍ରାମ୍ ଚାନେଲ ଆରମ୍ଭ

କଟକ: ଓଡ଼ିଶା ହାଇକୋର୍ଟ ପକ୍ଷରୁ ଟେଲିଗ୍ରାମ ଚାନେଲ ପ୍ରତିଷ୍ଠା କରାଯାଇଛି । ସୂଚନା ଓ ଯୋଗାଯୋଗ ଜ୍ଞାନ କୌଶଳ ପ୍ରୟୋଗ ମାଧ୍ୟମରେ ଆଇନଜୀବୀ ଓ ଆଇନ ସହାୟତା ଅପେକ୍ଷାରେ ଥିବା ଲୋକମାନଙ୍କ ପାଇଁ ନ୍ୟାୟାଳୟ ସଂପର୍କିତ ସୂଚନା ଆହରଣକୁ ସହଜ ଓ ସୁବିଧାଜନକ କରିବା ଉଦେଶ୍ୟରେ ତତକ୍ଷଣତା ସୂଚନା

ପୁଣି କାଳିଆ ଲେଉଟିଲା…

ରାଜ୍ୟରେ ଚଳିତ ବର୍ଷ ଲକଡାଉନ ଷଷ୍ଠ ଥର ଲାଗି ଆଂଶିକ ଭାବେ ୫ମ ଥର ଭଳି ଲାଗୁ କରାଯାଇଥିଲା ବେଳେ ଏଥିରେ ଅଉ କେତେକ କଟକଣା କ୍ଷେତ୍ରରେ ଜୀବନ ଓ ଜୀବିକାକୁ ପ୍ରାଧାନ୍ୟ ଦେଇ ରାଜ୍ୟ ସରକାର କିଛିଟା କୋହଳ ଦୃଷ୍ଟିଭଙ୍ଗୀ ଆପଣାଇଛନ୍ତି । ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏକ ସାମ୍ବାଦିକ

ଝାରସୁଗୁଡ଼ା ବିମାନବନ୍ଦର: ଖରାପ ପାଗରେ ବି ଅବତରଣ କରିପାରିବ ବିମାନ

ଝାରସୁଗୁଡ଼ା: ବହୁ ପ୍ରତିକ୍ଷିତି ଆଇଏଲ୍ଏସ ସିଷ୍ଟମ ଗତକାଲି ଗତକାଲି ମଧ୍ୟରାତ୍ରିରୁ ଝାରସୁଗଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ଲାଗୁ ହେଲା । ଏହାଦ୍ୱାରା ଖରାପ ପାଗରେ ମଧ୍ୟ ବିମାନ ଅବତରଣ କରିବାରେ କୌଣସି ସମସ୍ୟା ଦେଖାଦେବ ନାହିଁ ।ଖରାପ ପାଗ ଯୋଗୁ ବିମାନ ଅବତରଣରେ ସମସ୍ୟା

ଆଇଏସ୍ଆଇ ଏଜେଣ୍ଟ୍ ଗିରଫ

ପୋଖରନ୍: ଭାରତୀୟ ସେନାର ଗୁରୁତ୍ୱପୂର୍ଣ୍ଣ ମାନଚିତ୍ର ଏବଂ ଦଲିଲକୁ ପାକିସ୍ତାନକୁ ପଠାଉଥିବା ଅଭିଯୋଗରେ ରାଜସ୍ତାନର ପୋଖରାନ୍ଠାରୁ ଆଇଏସ୍ଆଇ ଏଜେଣ୍ଟ୍ ହବିବୁର ରହମାନକୁ ଗିରଫ କରାଯାଇଛି । ଦିଲ୍ଳୀ ପୁଲିସ୍ ଏହି ଆଇଏସ୍ଆଇ ଏଜେଣ୍ଟ୍ନାମରେ ଏକ ମାମଲା ରୁଜୁ କରିଥିବା ସୂଚନା ରହିଛି । ରହମାନ